Advertisement

IND vs NZ Semifinal

alt
IND vs NZ SemiFinal: ବିଶ୍ୱକପ୍ ୨୦୨୩ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟର ସମସ୍ତ ୪୫ଟି ମ୍ୟାଚ୍ ଖେଳା ସରିଛି। ୬ଟି ଟିମ୍ ନିଜ ନିଜ ବ୍ୟାଗ ପ୍ୟାକ୍ କରି ଘରକୁ ଫେରିଛନ୍ତି ଏବଂ ଚାରୋଟି ଦଳ ବିଶ୍ୱକପ ଟ୍ରଫିର ସ୍ୱପ୍ନ ସହିତ ମୁମ୍ବାଇ ଏବଂ କୋଲକାତାରେ କ୍ୟାମ୍ପ କରୁଛନ୍ତି। ଭାରତୀୟ ଦଳ ମୁମ୍ବାଇରେ ଅଛନ୍ତି। କାରଣ ଟିମ୍ ଇଣ୍ଡିଆକୁ ୱାଙ୍ଖେଡ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍ ଖେଳିବାକୁ ପଡିବ । ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତୀୟ ଟିମ୍। ନଭେମ୍ବର ୧୫ ରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଯଦିଓ ଅପରାହ୍ନ ୨ଟାରୁ ଆରମ୍ଭ ହେଉଥିବା ଏହି ମ୍ୟାଚରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ, ବର୍ତ୍ତମ
Nov 15,2023, 11:52 AM IST

Trending news