Advertisement

Sandeep maheswari

alt
ପିଲାମାନଙ୍କର ଲାଳନପାଳନ ପାଇଁ ପିତାମାତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼େ । କେତେବେଳେ ସେମାନଙ୍କୁ ପିଲାମାନଙ୍କର ତିକ୍ତତାକୁ ସହ୍ୟ କରିବାକୁ ପଡେ ତ ବେଳେବେଳେ ସେମାନଙ୍କର ଦାବି ପୂରଣ କରିବାକୁ ପଡେ । ଅନେକ ପ୍ରେରଣାଦାୟକ ବକ୍ତା ମଧ୍ୟ ପିଲାମାନଙ୍କୁ ଲାଳନପାଳନ ପାଇଁ ଅନେକ ପରାମର୍ଶ ଦିଅନ୍ତି । ଆଜି ଆସନ୍ତୁ ଜାଣିବା ପିଲାମାନଙ୍କୁ ଲାଳନପାଳନ ନେଇ ପ୍ରେରଣାଦାୟକ ବକ୍ତା(ମୋଟିଭେସନାଲ ସ୍ପିକର) ସନ୍ଦୀପ ମହେଶ୍ୱରୀ କ’ଣ କହୁଛନ୍ତି । ପ୍ରାୟତଃ ଦେଖାଯାଏ ଯେ ଅଭିଭାବକ ମାନଙ୍କୁ ଏହା କୁହାଯାଏ ଯେ ପିଲା ଯାହା ଚାହୁଁଛି ତାହା ସେମାନଙ୍କୁ କରିବାକୁ ଦିଅ । ପିଲା ନିଜ କ୍ୟାରିୟରରେ କଣ ଚାହୁଁଛି, ସେ କଣ ଦରକାର କରୁଛି, ଏସବୁ ନେଇ ଅଭିଭାବକଙ୍କୁ କୁହାଯାଏ ଯେ ସେମାନେ ନିଜ ସନ୍ତାନର ପ୍ରତ୍ୟେକ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିବ
Dec 22,2023, 19:26 PM IST

Trending news