Advertisement

DHANU YATRA

alt
ବରଗଡ଼ ଓଡ଼ିଶା ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ପହଞ୍ଚି କର୍ମଚାରୀଙ୍କୁ ୨୦ଲକ୍ଷ ସ୍ଵର୍ଣ୍ଣ ମୁଦ୍ରାରେ ଦଣ୍ଡିତ କଲେ ମହାରାଜା କଂସ । ଲକ୍ଷ୍ମୀ ବସ୍ ଅତିଶିଘ୍ର ବରଗଡ଼ ଜିଲ୍ଲାରେ ଚଳିବ ବୋଲି ସୁନିଶ୍ଚିତ କଲେ ମହାରାଜ କଂସ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃତୀୟ ଦିନରେ ଗତକାଲି ମହାରାଜା କଂସ ଓଟ ଓ ହାତୀରେ ନିଜ ପାତ୍ର ମନ୍ତ୍ରୀ ଙ୍କ ସହ ନଗର ପରିକ୍ରମାରେ ବାହାରି ଥିବା ବେଳେ ହଠାତ୍ ଓଡ଼ିଶା ରାଜ୍ୟ ପରିବହନ କାର୍ଯ୍ୟାଳୟ ପହଞ୍ଚି ଶୌଚାଳୟ ର ଖରାପ ଅବସ୍ଥାରେ ଥିବା ସହ ସରକାରୀ ବସ୍ ଷ୍ଟାଣ୍ଡର ଆଖ ପାଖରେ ଆବର୍ଜନା ଜମି ରହୁଥିବା ବିଷୟକୁ ନେଇ କର୍ମଚାରୀ ଉପରେ ବର୍ଷିଛନ୍ତି ମହାରାଜ କଂସ। ଆହୁରି ମଦ ପିଇ ଗାଡ଼ି ନ ଚଳାଇବାକୁ ବସ୍ ଗାଡ଼ି ଚାଳକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଜା କଂସ।
Jan 18,2024, 14:37 PM IST

Trending news