Advertisement
  • Priyambada Rana

    ପ୍ରିୟମ୍ବଦା ରଣା

Stories by Priyambada Rana

 'ଉଜ୍ବଳା ଉଜ୍ବଳା ହେଉଛନ୍ତି ଉଜ୍ବଳା ଦିଦିଙ୍କୁ ଦେଖି ଲୁଚି ପଳାଉଛନ୍ତି'

Odisha elections 2024 dates

'ଉଜ୍ବଳା ଉଜ୍ବଳା ହେଉଛନ୍ତି ଉଜ୍ବଳା ଦିଦିଙ୍କୁ ଦେଖି ଲୁଚି ପଳାଉଛନ୍ତି'

Odisha Leection 2024: ଉଜ୍ବଳା ଉଜ୍ବଳା ହେଉଛନ୍ତି ଉଜ୍ବଳା ଦିଦି ଙ୍କୁ ଦେଖି ଲୁଚି ପଳାଉଛନ୍ତି |ଧର୍ମେନ୍ଦ୍ର ଙ୍କୁ ଏଭଳି ଟାର୍ଗେଟ କଲେ ଲେନିନ ମହାନ୍ତି | ସାମ୍ବାଦିକ ସମ୍ମିଳନୀ ରେ ସେ କହିଛନ୍ତି ଯେ ଉଜ୍ଜ୍ଵଳା ମେନ ଭାବରେ ପରିଚିତ ଧର୍ମେନ୍ଦ୍ର ବାବୁ କାହିଁକି ଉଜ୍ଜ୍ଵଳା ଦିଦି ଙ୍କ ସହ କଥା ନ ହୋଇ ଲୁଚି ପଳାଇଗଲେ |ତା ସହ ସେ ଆହୁରି କହିଛନ୍ତି ଯେ ବବି ଦାସ ହେଉଛନ୍ତି ବିଜ୍ଞାନ ଛାତ୍ର ସେ କେବେ କଳା ବିଭାଗ ର ସାର୍ଟିଫିକେଟ ଦେଇନାହାନ୍ତି |ତା ସହ ପ୍ରଣବ ବାବୁ ସଂଗଠନ ଦାୟିତ୍ୱ ନେବାକୁ ପସନ୍ଦ କରନ୍ତି ସେଥିପାଇଁ ରାଜ୍ୟ ର ସାଙ୍ଗଠନିକ ଦାୟିତ୍ୱ ତାଙ୍କୁ ଦିଆଯାଇଛି, କିନ୍ତୁ ଧର୍ମେନ୍ଦ୍ର ବାବୁ ମନ୍ତ୍ରୀ ପଦ ପାଇଁ ହୀନ ରାଜନୀତି କରୁଛନ୍ତି |ସେଥିରୁ ସେ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି ଲେନିନ |

May 8,2024, 13:13 PM IST

Trending news

Read More