Advertisement

Raju Das

alt
ଗତକାଲି ଶଙ୍ଖ ଭବନରେ ବିଜେଡିରେ ସାମିଲ ହେବାପରେ ପୁର୍ବତନ ବିଧାୟକ ରାଜେନ୍ଦ୍ର ଦାସକୁ ଆଜି ଧାମନଗର ବିଜେଡି ସମ୍ବର୍ଦ୍ଧନା କରିଛି ।ଆଜି ସନ୍ଧ୍ୟାରେ ଧାମନଗର ଛକରୁ ଏକ ବିରାଟ ପଟୁଆରରେ ଶତାଧିକ ବିଜେଡି କର୍ମୀଙ୍କ ସହିତ ଆସି ବିଜୁ ପଟ୍ଟନାୟକ ଛକରେ ପହଞ୍ଚି ପ୍ରଥମେ ପ୍ରାବଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ ।ଧାମନଗର ବିଜେଡ଼ି ପାର୍ଟି ଅଫିସରେ ଏକ ସମ୍ବର୍ଦ୍ଧନା ସଭା ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ସଭାପତିତ୍ୱରେ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ,ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ପୁର୍ବତନ ବ୍ଲକ ଅଧକ୍ଷ ଅଶୋକ ନାୟକ ଉପସ୍ଥିତ ରହି ରାଜେନ୍ଦ୍ର ଦାସକୁ ସମ୍ବିଧାନ ଦେଇଥିଲେ ବିଜୁ ଜନତା ଦଳକୁ ।ଅପ ବେବସ୍ତାରେ ଚାଲିଛି ବିଜେପି ଦଳ ଦଳ ଶୃଙ୍ଖଳିତ ନାହିଁ ମୁଁ ଭଦ୍ରକ ଜିଲ୍ଲାର ସମସ୍ତ ବିଜେ
May 18,2024, 13:00 PM IST

Trending news