Yodha:ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ 'ଯୋଦ୍ଧା'

Mar 15, 2024, 11:10 AM IST

Priyambada Rana

ରିଲିଜ ହୋଇଯାଇଛି କରନ୍ ଧର୍ମା ପ୍ରଡକ୍ସନ ହାଉସର ଫିଲ୍ମ  'ଯୋଦ୍ଧା'

ମୁକେଶ ଅମ୍ବାନୀ ରହୁଥିବା ବିଳାସମୟ ବଙ୍ଗଳା ନାଁ ହେଉଛି ଆଣ୍ଟିଲିଆ ।

ଦେଶଭକ୍ତିରେ ଭରପୁର ରହିଛି ଫିଲ୍ମ  'ଯୋଦ୍ଧା'

'ଯୋଦ୍ଧା' ଆଡଭାନ୍ସ ଟିକେଟ୍ ବୁକିଂ ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଯାଇଥିଲା 

ସ୍କ୍ରିନ୍ଂରେ ପରିବାର ସହ ଡ୍ୟାସିଂ ଲୁକ୍ ରେ ନଜର ଆସିଥିଲେ ସିଦ୍ଧାର୍ଥ

ସମୀକ୍ଷକମାନେ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ଦେଇଛନ୍ତି

ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରା ଏବଂ ରାଶି ଖାନ୍ନାଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଦେଖିବାକୁ ମିଳିବ

ଫିଲ୍ମକୁ ଦର୍ଶକମାନେ ଖୁବ୍ ଭଲ ପାଇବା ଦେବେ ବୋଲି ଆଶା ପ୍ରକଟ କରିଛନ୍ତି ନିର୍ମାତା ଓ କଳାକାର