ଫରେନ୍ ଟୁରରେ ମସ୍ତି କରୁଛନ୍ତି ସବ୍ୟ-ଅର୍ଚ୍ଚିତା

Apr 22, 2024, 02:11 PM IST

Rashmita Sahoo

ଓଲିଉଡର ସବୁଠାରୁ ଚର୍ଚ୍ଚିତ କପଲ ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା

ଏକାଠି ଫିଲ୍ମରେ ଅଭିନୟ କରିବା ରିଅଲ ଲାଇଫରେ ପତିପତ୍ନୀ ହୋଇଛନ୍ତି ସବ୍ୟର୍ଚ୍ଚିତା

ତେବେ ଅନେକ ସମୟରେ ଏହି ଯୋଡ଼ି ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି

ଏଇ କିଛିଦିନ ହେବ ଏହି ଯୋଡ଼ି ବିଦେଶ ଯାତ୍ରାର ଅନେକ ଫଟୋ ସେୟାର କରିଛନ୍ତି 

ଅଭିନେତ୍ରୀ ଅର୍ଚ୍ଚିତା ଓ ସବ୍ୟସାଚୀ ଦୁବାଇ ସହ Azerbaijan ଯାତ୍ରା କରିଥିଲେ

ସେଠାରେ ବିଭିନ୍ନ ସ୍ଥାନରେ ଫଟୋ ଉଠାଇ ନିଜ ସୋସିଆଲ ପେଜ୍ ରେ ସେୟାର କରିଛନ୍ତି ଉଭୟେ

ଏହି ଯୋଡ଼ିଙ୍କ ସବୁ ରୋମାଣ୍ଟିକ ଓ କ୍ୟାଣ୍ଡିଡ ଫଟୋକୁ ବେଶ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ

ସେହିପରି ପାହାଡ ଉପରେ ଏକ ଡ୍ୟାସିଂ ଲୁକ୍ ପୋଜରେ ନଜର ଆସିଛନ୍ତି ସବ୍ୟସାଚୀ

ସେହିପରି କ୍ୟୁଟ ଅଭିନେତ୍ରୀ ରିଲାକ୍ସ ହେବାକୁ ସୁଇମିଂପୁଲରେ ଏକ ସୁନ୍ଦର ଫଟୋ ଉଠାଇଛନ୍ତି