ରେଷ୍ଟୁରାଣ୍ଟରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରି ଏବେ ଚର୍ଚ୍ଚାରେ ଏଲଭିଶ୍ ଯାଦବ

Feb 12, 2024, 04:25 PM IST

Priyambada Rana

ତାଙ୍କର ଚାପୁଡ଼ା ମାରିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି

ରାଜସ୍ଥାନର ଜୟପୁରର ଏକ ରେଷ୍ଟୁରାଣ୍ଟ ଭିତରେ ଏଭଳି ଘଟଣା ଘଟିଛି

ଝଗଡା ପରେ ସେ ସର୍ବସାଧାରଣରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଛନ୍ତି।

ଜଣେ ପୋଲିସ କର୍ମୀଙ୍କ ଆଗରେ ଏଲଭିଶ୍ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି

ବର୍ଷକୁ ୨୪ ଲକ୍ଷ ଟଙ୍କା ପାଇଥାନ୍ତି ଅମ୍ବାନୀଙ୍କ ରୋଷେୟା ।

ନେମ୍, ଫେମ୍ ପାଇବା ପରେ ତାଙ୍କ ଗର୍ବ ବଢ଼ିଯାଇଥିବା ୟୁଜରମାନେ କହିଛନ୍ତି 

ଏହି ଚାପୁଡ଼ାକୁ ନେଇ ଏଲଭିଶ ଆଦୌ ଅନୁତପ୍ତ ନଥିବା ପ୍ରକାଶ କରିଛନ୍ତି