Advertisement
Videos Details/odisha/zeeodisha2177676
Video ThumbnailPlay icon

VK Pandian: VK ପାଣ୍ଡିଆନଙ୍କୁ ଏମିତି ଢଙ୍ଗରେ ପ୍ରଂଶସା କଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ

ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇବାପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମନ୍ମଥ ରାଉତରାୟ । ପୁରୀ ବିଜେଡି ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି ମଧ୍ଯ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ଓ ଦଳର ସହଯୋଗରେ ନିର୍ବାଚନ ଜିତିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମନ୍ମଥ କହିଛନ୍ତି, ଟିକେଟ ମୋ ସରପ୍ରାଇଜ୍ ଥିଲା । ଦଳ ତାଙ୍କୁ ଭରସା କରିଥିବାରୁ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଭୂରି ଭୂରି ପ୍ରଂଶସା କରିଛନ୍ତି ମନ୍ମଥ ।
PM Puri Visit: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ଶେଷ
Play icon04:00
Varsha Priyadarshini: ଏପଟେ ଅନୁଭବ ବଖାଣୁଛନ୍ତି ଦୁଃଖ, ସେପଟେ ନିଜ କର୍ତ୍ତବ୍ୟରେ ଲିପ୍ତ ବର୍ଷା
Play icon02:10
ରିଲ୍ ତିଆରିରେ କରିବା ବ୍ୟସ୍ତ ଥିଲା ପୋଲିସ୍, ପିଠି ପଛରେ ନିୟମ ଭାଙ୍ଗୁଥିଲେ ଲୋକେ; ଭିଡିଓ ଭାଇରାଲ
Play icon00:24
Rajasthan CM: ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
Play icon02:39
Odisha BJD: ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବାପି ସର୍ଖେଲ
Play icon03:36
Raju Das: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
Play icon03:18
ହାଇଦ୍ରାବାଦରେ ସ୍କୁଲ ପିଲାମାନଙ୍କ ସହିତ ଷ୍ଟ୍ରିଟ୍ କ୍ରିକେଟ୍ ଖେଳିଲେ ପ୍ୟାଟ୍ କମିନ୍ସ ଦେଖନ୍ତୁ ଭିଡିଓ
Play icon00:23
Mahanadi Issue: ମହାନଦୀ ଅସୁବିଧାକୁ ବୁଝିନାହାଁନ୍ତି ଧର୍ମେନ୍ଦ୍ର, ଓଲଟା ଭୋଟ ରାଜନୀତି କରିଛନ୍ତି
Play icon03:10
VK Pandian: 'ଦଶ ବର୍ଷ ସରକାରରେ ରହି ବି କିଛି କରିପାରିଲେନି ଧର୍ମେନ୍ଦ୍ର'
Play icon02:46
Varsha Priyadarshini:ଜୋରସୋରରେ ଚାଲିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଚାର, ଘର ଘର ବୁଲି କରୁଛନ୍ତି ଭୋଟ୍ ଭିକ୍ଷା...
Play icon02:15
Leopard Rescue: ବାରିପଦା ସହର ବୁଢିଖମାରୀ ସାହିରେ ବାଘ ଆତଙ୍କ, ଲୋକେ ଭୟଭୀତ
Play icon02:54
VK Pandian: ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିପ୍ଳବ ଦେବ, ଦେଖନ୍ତୁ ଏହି ଭିଡିଓ
Play icon02:21
Prasanta Jagadev Target BJD: 'ମୁଁ କହିଥିଲି ନା କଳି ଆସିଛି, ଘାଇ ହେଲା, ବନ୍ଧ ଭାଙ୍ଗିଲା'
Play icon03:43
BJP Target On Bjd: ମାଆକୁ ସମ୍ମାନ ଓ ଗାଁକୁ କାମ ଦେବାରେ ସମ୍ପୂର୍ଣ ଫେଲ ବିଜେଡି ସରକାର
Play icon01:47
ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା: VK Pandian
Play icon00:34
Pradeep Panigrahi: ପ୍ରଦୀପଙ୍କୁ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କରଙ୍କ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ
Play icon01:22
Actor Babusan Mohanty: ଅପରାଜିତାଙ୍କ ସହ ନାତିର ଏହି କ୍ୟୁଟ୍ ଭିଡିଓ ସେୟାର କଲେ ଅଭିନେତା ବାବୁସାନ...
Play icon01:05
Indian Air Force: ଆକାଶରୁ ପଡ଼ିଲା ହସ୍‍ପିଟାଲ୍‍, ପ୍ରଥମ ଥର ଲାଗି ବାୟୁସେନାର ପରୀକ୍ଷଣ ସଫଳ
Play icon01:36
Varsha Priyadarshini: ବଡ଼ଚଣାରେ କ୍ୟାମ୍ପେନ ପାଇଁ ଆସିଲା ବର୍ଷାଙ୍କ ନାଁରେ ଗୀତ, ଶୁଣନ୍ତୁ
Play icon02:02
Sabyasachi Video: ଭୋଟ ଦେବାକୁ ନିବେଦନ କଲେ ସବ୍ୟସାଚୀ, ଗାଇଲେ କବିତା
Play icon00:54
Odisha Election 2024: ଖୋର୍ଦ୍ଧା ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୋନାଲି ସାହୁଙ୍କ ପଚିଶ ପ୍ରଶ୍ନ
Play icon03:20
Weather Report: କେମିତି ରହିବ ଆସନ୍ତା ୨୪ ଘଣ୍ଟାର ପାଣିପାଗ, ଶୁଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକ
Play icon02:57
Dharmendra Pradhan: ଆରୋପ ପ୍ରତ୍ୟାରୋପ ଓ କୋଳାକୋଳି ବିଷୟରେ କହିଲେ ଧର୍ମେନ୍ଦ୍ର ପ୍ରଧାନ
Play icon02:32
VK Pandian: ପାଣ୍ଡିଆନଙ୍କ ନୂଆ ଅବତାର, ରୟାଲ ଏନଫିଲ୍ଡ ହଣ୍ଟର ସହ ଆସିଲେ ନଜର
Play icon01:00
ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ: ନବୀନ ପଟ୍ଟନାୟକ
Play icon03:00
Ratha Yatra: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଚଳଚଞ୍ଚଳ ହେଲାଣି ରଥଖଳା
Play icon06:46
CEO Odisha: ମେ ୧୩ ରେ ଓଡ଼ିଶାରେ ପଡ଼ିବ ଭୋଟ, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍
Play icon12:08
Odisha News: ରାଉରକେଲାରେ VK ପାଣ୍ଡିଆନଙ୍କ ବିଶାଳ ରୋଡ୍ ଶୋ
Play icon04:39
Cracker Blast: ଲେଖନପୁର ଗାଁରେ ବାଣ ତିଆରି ବେଳେ ବିସ୍ପୋରଣ, ଉଡ଼ିଗଲା ଛାତ ଜଣେ ଗୁରୁତର
Play icon00:45
Sidharth Routray: ସାଇକେଲରେ ଆସି ନାମାଙ୍କନ ଦାଖଲ କଲେ ସିଦ୍ଧାର୍ଥ ରାଉତରାୟ
Play icon04:20