Odisha News: କଳାହାଣ୍ଡି ପାଇଁ ଗୌରବ ଆଣିଲେ ଦୁଇ ଛାତ୍ର, CBSE ପରୀକ୍ଷାରେ କଲେ କମାଲ୍
Advertisement
Article Detail0/zeeodisha/odisha2250742

Odisha News: କଳାହାଣ୍ଡି ପାଇଁ ଗୌରବ ଆଣିଲେ ଦୁଇ ଛାତ୍ର, CBSE ପରୀକ୍ଷାରେ କଲେ କମାଲ୍

Odisha News: କଳାହାଣ୍ଡି ପାଇଁ ଗୌରବ ଆଣିଲେ ଦୁଇ ଛାତ୍ର। ପ୍ରକାଶିତ ପାଇଛି ସିବିଏସି ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ । ଆଉ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡର ଦୁଇ ଛାତ୍ର ହେମନ୍ତ ଅଗ୍ରୱାଲ ଓ କୌସିକ ସାହୁ । 

Odisha News: କଳାହାଣ୍ଡି ପାଇଁ ଗୌରବ ଆଣିଲେ ଦୁଇ ଛାତ୍ର, CBSE ପରୀକ୍ଷାରେ କଲେ କମାଲ୍

(ସମ୍ବଲପୁର, ଅଜୟ ନାଥ) Odisha News: କଳାହାଣ୍ଡି ପାଇଁ ଗୌରବ ଆଣିଲେ ଦୁଇ ଛାତ୍ର। ପ୍ରକାଶିତ ପାଇଛି ସିବିଏସି ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ । ଆଉ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡର ଦୁଇ ଛାତ୍ର ହେମନ୍ତ ଅଗ୍ରୱାଲ ଓ କୌସିକ ସାହୁ । ଚଳିତ ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ୯୪ ପ୍ରତିଶତ ନମ୍ୱର ରଖି ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କୃତକାର୍ଯ୍ୟ ପରେ ତାଙ୍କୁ ଶୁଭେଚ୍ଛାର ସୁଆ ଛୁଟି ଥିବା ବେଳେ ତାଙ୍କ କୃତକାର୍ଯ୍ୟ ପରେ ତାଙ୍କର ଶିକ୍ଷକ, ପିତାମାତା ଓ ଶୁଭେଚ୍ଛ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । 

ଛାତ୍ର କୌସିକ ସାହୁ, ଧର୍ମଗଡ ବସ୍ତିପଡାର କିରଣ ସାହୁ ଓ ରୀନା ସାହୁଙ୍କ ପୁତ୍ର ହୋଇ ଥିବା ବେଳେ ହେମନ୍ତ ଅଗ୍ରୱାଲ ଚାର୍ଟଟେଡ ଆକାଉଣ୍ଟଟେଣ୍ଟ ସୁନୀତା ଅଗ୍ରୱାଲ ଓ କିଶୋର ଅଗ୍ରୱାଲଙ୍କ ସୁପୁତ୍ର। ଉଭୟ କଠିନ ପରିଶ୍ରମ କରି କୃତ କାର୍ଯ୍ୟ ହୋଇଥିବା ବେଳେ ଆଗାମୀ ଦିନରେ ଇଞ୍ଜିନିୟରିଂ ପାଠ ପଢିବାକୁ ଆଶା ରଖି ଛନ୍ତି । ଆଉ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡର ଦୁଇ ଛାତ୍ର ହେମନ୍ତ ଅଗ୍ରୱାଲ ଓ କୌସିକ ସାହୁ। ଚଳିତ ସିବି ଏସସି ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ୯୬ ପ୍ରତିଶତ ନମ୍ୱର୍ ରଖି ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କୃତକାର୍ଯ୍ୟ ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ସେମାନେ ତାଙ୍କର ଶିକ୍ଷକ, ପିତା ମାତା ଓ ଶୁଭେଛୁ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।