Advertisement
Photo Details/zeeodisha/odisha1575132
photoDetails0hindi

Health Tips: ଗୋଟିଏ ଦିନରେ କେତେ ଚାମଚ ଲୁଣ ବ୍ୟବହାର କରିବା ଆବଶ୍ୟକ? ଜାଣନ୍ତୁ

Health Tips: ବହୁ ଲୋକେ ବ୍ୟଞ୍ଜନ ପ୍ରସ୍ତୁତ ପରେ ମଧ୍ୟ ଏହାର ଉପରେ କିମ୍ବା ଖାଦ୍ୟ ଖାଇବା ସମୟରେ ଖାଲି ଲୁଣ(Salt) କୁ ମଧ୍ୟ ଖାଇବାରେ ବ୍ୟବହାର କରିଥାଆନ୍ତି । ଜାଣନ୍ତୁ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କି କୁପ୍ରଭାବ ପକାଇଥାଏ…

1/5

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବ୍ୟଞ୍ଜନ ବ୍ୟତୀତ ଲୁଣକୁ ସିଧାସଳଖ ଖାଦ୍ୟ ଖାଇବା ସମୟରେ ଖାଇବା ଦ୍ୱାରା ରକ୍ତ ଚାପ, ମୋଟାପଣ ବୃଦ୍ଧି, ଆଜ୍ଜମା, ହୃଦୟ ଓ ବୃକକ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।

2/5

ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ରୋଗର ବୃଦ୍ଧି ହୋଇଥାଏ । ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ଲୁଣ ପକାଇ ଖାଇବା ଦ୍ୱାରା ଏହା ସହଜରେ ଶରୀରରେ ରକ୍ତ ଚାପ ସମସ୍ୟା ସୃଷ୍ଟି କରିଥାଏ । 

3/5

ସ୍ମରଣ ଶକ୍ତି ମଧ୍ୟ ହ୍ରାସ କରିଥାଏ । ହାଡ଼ ଦୁର୍ବଳ ହେବା ସହ ଆଣ୍ଠୁଗଣ୍ଠି ଭଳି ସମସ୍ୟା ଦେଖାଯାଏ ।

 

4/5

ଆମେରିକା ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଦିନରେ ସର୍ବମୋଟ ୨ ଚାମଚ ଲୁଣ ଖାଇବା ଆବଶ୍ୟକ ଅଟେ । 

 

5/5

ଯେଉଁମାନଙ୍କର ରକ୍ତ ଚାପ ଭଳି ସମସ୍ୟା ରହିଛି ସେମାନେ ଗୋଟିଏ ଦିନରେ ସର୍ବମୋଟ ଅଧ ଚାମଚ ଲୁଣ ଖାଇବା ଉଚିତ ।