Advertisement
Photo Details/zeeodisha/odisha2075171
photoDetails0hindi

ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲିଲେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ମରେ ଶ୍ରୀକ୍ଷେତ୍ର ଗସ୍ତ କରିଥିଲେ ୫ଟି ସଚୀବ ଭିକେ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1/7

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ମୁଖ୍ୟମନ୍ତ୍ରୀ

2/7

ପତିତପାବନ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ସୁଖ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

3/7

ସିଂହଦ୍ୱାର ସମ୍ମୁଖରେ ପଣ୍ଡାମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

4/7

ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ

5/7

ଗତ ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକର୍ପଣ ହୋଇଥିବା ସମୟରେ ଆଜି ପରିକ୍ରମା ମାର୍ଗରେ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ

6/7

ଲୋକାର୍ପଣ ମହୋର୍ସବ ଦିନ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ନିଜକୁ ଏହି ମହାନ କାର୍ଯ୍ୟରେ ସାମିଲ କରିଥିଲେ

7/7

ଆଗକୁ ଶ୍ରୀକ୍ଷେତ୍ର ପାଇଁ ଅନେକ ପଦକ୍ଷପମାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସୂଚନା ମିଳିଛି