Advertisement
Videos Details/odisha/zeeodisha1805484
Video ThumbnailPlay icon

MP Anubhav Mohanty: ୧୮୫ ଟି ପ୍ରଶ୍ନର ଉତ୍ତର କଣ ରଖିଲେ ବର୍ଷା, ଶୁଣନ୍ତୁ କଣ କହୁଛନ୍ତି ଅନୁଭବ

MP Anubhav Mohanty Reaction On Divorce Case । ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି (Anubhab mohanty) ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini)ଙ୍କ ପାରିବାରିକ ବିବାଦର ଏକ ନୂଆ ଦିଗ ସାମ୍ନାକୁ ଆସିଛି । କୋର୍ଟ ନିର୍ଦ୍ଦେଶ ମୁତାବକ ପୁଣିଥରେ ପରିବାର ଅଦାଲତରେ ହାଜର ହୋଇଛନ୍ତି ଉଭୟ ଷ୍ଟାର ଦମ୍ପତ୍ତି । ଅନୁଭବଙ୍କୁ ବର୍ଷା ଛାଡ଼ପତ୍ର ଦେବା ସମ୍ପର୍କରେ ଶେଷ ପ୍ରତିକ୍ରିୟା (Last reaction) କଣ ଦେବେ ସେନେଇ ବର୍ଷାଙ୍କୁ ଶେଷଥର ପାଇଁ ପଚରାଉଚରା କରାଯାଉଛି । ଏଥିପାଇଁ ପୂର୍ବରୁ ହାଇକୋର୍ଟଙ୍କର ନିର୍ଦ୍ଦେଶ ରହିଥିଲା । ଉଚ୍ଚ ନ୍ୟାୟାଳୟ ପରିବାର ଅଦାଲତଙ୍କୁ ୩୧ ଜୁଲାଇ ମଧ୍ୟରେ ଏହା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଶେଷ ତାରିଖରେ ବର୍ଷାଙ୍କୁ ୪ ଘଣ୍ଟା ଧରି ଜେରା କରାଯାଇଛି । ବର୍ଷାଙ୍କ ପ୍ରତିକ୍ରିୟା ପରେ ଆସନ୍ତା ଅକ୍ଟୋବର ୧୩ ତାରିଖ ମଧ୍ୟରେ ମାମଲାରେ ଶେଷ ଶୁଣାଣି କରିବା ସହ ମାମଲା ସମାପ୍ତ ହେବ ବୋଲି କୁହାଯାଇଛି ।

Srimandir: ପତିତପାବନଙ୍କ ମଙ୍ଗଳାଳତୀ ଓ ଦ୍ୱାରଫିଟା ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:57
Mohan Ch Majhi: ଓଡ଼ିଶା ପାଇଲା ନୂଆ ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ
Play icon03:04
ସମ୍ପନ୍ନ ହେଲା ଦେବ ବିବାହ,ଆଜି ରାତି ରେ ମୁଖ୍ୟ ଶୋଭାଯାତ୍ରା...ଆସନ୍ତା କାଲି ଯୁଗଳ ଦର୍ଶନ କରିବେ ଭକ୍ତ...
Play icon03:52
Manmohan Samal: ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବ, ଶୁଣନ୍ତୁ କଣ କହୁଛନ୍ତି ମନମୋହନ ସାମଲ
Play icon02:54
Sri Mandira Door: ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଚାରିଦ୍ୱାର, ହଟିଲା ଏସି ଟନେଲ
Play icon06:03
Suresh Pujari: 'ଖାଣ୍ଟି ୨୪ କ୍ୟାରେଟ ସୁନା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ'
Play icon03:52
Viral Video: ବିଲେଇ ନା କଲରାପତରିଆ ବାଘ, ଭାଇରାଲ ହେଉଛି ଶପଥ ଗ୍ରହଣ ଉତ୍ସବର ଏହି ଭିଡିଓ
Play icon03:15
VK Pandian: କେତେ ସମ୍ପତ୍ତି ରଖିଛନ୍ତି ଭିକେ ପାଣ୍ଡିଆନ୍, ନିଜେ ଭିଡିଓ କରି କଲେ ସେୟାର
Play icon06:04
Fashion Show: ଗଙ୍ଗାଧର ମଣ୍ଡପରେ କିନ୍ନର ଫ୍ୟାଶନ ଶୋ, ଭାଗ ନେଲେ ୪୩ରୁ ଅଧିକ ପ୍ରତିଯୋଗୀ
Play icon06:38
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଓ ଦ୍ୱାରଫିଟା ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:26
Narendra Modi: ଦେଶର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦୀ
Play icon02:40
Prashant Jagdev: ଜେଲରୁ ମୁକୁଳିବା ପରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ଜୋରଦାର ବର୍ଷିଲେ ପ୍ରଶାନ୍ତ ଜଗଦ୍ଦେବ
Play icon05:12
VK Pandian: କଥା ଦେଇ କଥା ରଖିଲେ, ରାଜନୀତିରୁ ପାଣ୍ଡିଆନ ସନ୍ନ୍ୟାସ ନେଲେ
Play icon04:35
Debrigarh Sanctuary: ଡେବ୍ରିଗଡ଼ ଅଭୟାରଣ୍ୟରେ ଓଡ଼ିଶାର ପ୍ରଥମ ମହିଳା ସଫାରୀ ଗାଡି ଚାଳକ ଓ ଗାଇଡ଼
Play icon04:09
Prashant Jagdev: 'ତାମିଲ ପ୍ରେମ ପାଇଁ ନବୀନଙ୍କ ଦେହରେ ଲାଗିବ ନିମକ ହାରାମ ଜାଗିର୍ ଟ୍ୟାଗ'
Play icon04:40
Mo Bus Accident: ମୋ ବସକୁ ଧକ୍କା ଦେଲା ଦୁଇଟି ଟ୍ରକ୍, ୧୬ ଯାତ୍ରୀ ଆହତ
Play icon00:39
ଏସି ବ୍ଲାଷ୍ଟ ପରେ ହୁତୁହୁତୁ ହୋଇ ଜଳିଲା Sheenbag Okhla ଅଞ୍ଚଳର ଏକ ହୋଟେଲ
Play icon00:51
VK Pandian: କର୍ମୀଙ୍କ ଘା'ରେ ଲୁଣ ମାରିଲେ ନବୀନ, କହିଲେ ପାଣ୍ଡିଆନ କରିଛନ୍ତି Excellent କାମ
Play icon03:23
Naveen Patnaik: 'ସତ୍ତାରେ ନରହିଲେ ବି ମୋ ସାଢେ ୪ କୋଟି ପରିବାରଙ୍କ ସେବା କରିବି'
Play icon00:53
Puri Temple: ରେଜଲ୍ଟ ଘୋଷଣା ପରେ ପୁରୀରେ ନବନିର୍ବାଚିତ ବିଧାୟକଙ୍କ ଗହଳି
Play icon07:35
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41
ଆରମ୍ଭ ହେଲା ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ, କ୍ଲାସିକ୍ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଭିଡ଼
Play icon01:39
Pinky Pradhan: ପାଣ୍ଡିଆନଙ୍କୁ ଚାଲିଛି ଜୋରଦାର ଖୋଜା, ପିଙ୍କି ଲେଖିଲେ 'Kahan Ho Tum'
Play icon00:31
PM Modi: 'ପ୍ରଭୁ ଜଗନ୍ନାଥଙ୍କ ନାମ ନେଲେ ସବୁବେଳେ ଲାଗେ ୟେ ହେଉଛନ୍ତି ଗରିବଙ୍କ ଦେବତା'
Play icon03:04
Elephant Movement: ମୟୂରଭଞ୍ଜ କରଞ୍ଜିଆରେ ଜନବସତିକୁ ମାଡ଼ିଆସିଲେ ୨୭ ଟିକିଆ ହାତୀପଲ
Play icon01:06
Chirah Paswan: ଷ୍ଟେଜ ଉପରେ ମୋଦୀଙ୍କୁ କୁଣ୍ଢାଇ ପକେଇଲେ ଚିରାଗ ପାଶୱାନ
Play icon00:57
Prashant Jagdev: ଅନ୍ତରୀଣ ଜାମିନ୍ ପାଇଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
Play icon01:02
Sitalsasthi Patarpendi: ଶେଷ ହୋଇଛି ବାଲୁଙ୍କେଶ୍ୱର ବାବା ଙ୍କର କନ୍ୟା ଅନ୍ବେଷଣ ବା ପତରପେଣ୍ଡି ଉତ୍ସବ
Play icon06:44
NDA Meeting: ମୋଦୀ NDA ସଂସଦୀୟ ଦଳ ନେତା ନିର୍ବାଚିତ, ପ୍ରସ୍ତାବ ରଖିଥିଲେ ରାଜନାଥ
Play icon18:09
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:43