Advertisement
Photo Details/zeeodisha/odisha1821724
photoDetails0hindi

Sara ali khan: କରୀନା କପୁରଙ୍କୁ କ’ଣ ଡ଼ାକନ୍ତି ସାରା ଅଲ୍ଲୀ ଖାଁ, ଜାଣିଛନ୍ତି କି?

ଅଭିନେତା ସୈଫ ଅଲ୍ଲୀ ଖାନ ଅଭିନେତ୍ରୀ କରୀନା କପୁରଙ୍କୁ ଦ୍ବିତୀୟ ବିବାହ କରିଛନ୍ତି । ସେପଟେ ସୈଫ ପ୍ରଥମ ପତ୍ନୀ ଅମ୍ରିତା ସିଂଙ୍କ ଝିଅ ସାରା ଅଲ୍ଲୀଙ୍କ ମଧ୍ଯରେ ମଧ୍ଯ ୧୩ ବର୍ଷର ବୟସ ପାର୍ଥକ୍ୟ ରହିଛି । ତେବେ ସାରା କରୀନାଙ୍କୁ ମାଆ ଭାବନ୍ତି ନାହିଁ ବୋଲି ଅନେକ ଥର କହିଥିବା ଦେଖିବାକୁ ମିଳିଛି । ତାହାଲେ କରୀନାଙ୍କୁ କ'ଣ ଡ଼ାକନ୍ତି ସାରା ଆସନ୍

1/5

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ କରୀନା କପୁରଙ୍କ ମଧ୍ଯରେ ବେଶ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି ।

2/5

ଏପରିକି ସାରା କରୀନାଙ୍କୁ ମାଆ ବୋଲି ଡ଼ାକନ୍ତି ନାହିଁ । ସେ ଏକ ସାକ୍ଷାତକାରରେ କହିଥିଲେ ଯେ, 'ତାଙ୍କର ଜଣେ ସେହ୍ନୀ ମାଆ ଅଛନ୍ତି । ଏପରିକି ସୈଫ ମଧ୍ଯ ଚାହାନ୍ତି ନାହିଁ କି ସାରା କରୀନାଙ୍କୁ ସାନ ମାଆ ବୋଲି ଡ଼ାକନ୍ତୁ' ।

3/5

ସାରା କେତେବେଳେ କରୀନାଙ୍କୁ ତାଙ୍କ ନାଁ ଧରି ଡ଼ାକନ୍ତି ତ ଆଉ କେତେବେଳେ ‘କେ’ ବୋଲି ଡ଼ାକନ୍ତି ।

4/5

ଖାଲି ସାରାଙ୍କ ସହ କାହିଁକି ସୈଫ ଓ ଅମ୍ରିତାଙ୍କ ପୁଅ ଇବ୍ରାହିମଙ୍କ ସହ ମଧ୍ଯ ବେବୋଙ୍କର ଭଲ ସମ୍ପର୍କ ରହିଛି ।

5/5

ସାରା ଅଲ୍ଲୀ ଓ ଇବ୍ରାହିମ୍ ପ୍ରାୟତଃ ସୈଫ ଓ କରୀନାଙ୍କ ଘରକୁ ଯାଆନ୍ତି। ଜନ୍ମଦିନ ହେଉ କି ପାର୍ଟି ଦୁହେଁ ସେଠାରେ ଉପସ୍ଥିତ ରହିଥାଆନ୍ତି ।