Lucky Zodiac Sign
Lucky Zodiac Sign: ୧୨ଜୁନରେ ଗଜକେଶରୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 12 June 2024: ଜୁନ୍ ୧୨ ତାରିଖ ବୁଧବାର ଦିନ ଚନ୍ଦ୍ର ସିଂହ ରାଶିରେ ଚଳନ କରିବେ । ବୃହସ୍ପତି ବୃଷ ରାଶିରେ ଉଦୟ ହେଉଛନ୍ତି । ତେଣୁ ଉଭୟ ଗ୍ରହ ପରସ୍ପରଠାରୁ ଚତୁର୍ଥ ଦଶମ ଭାଗରେ ରହୁଛନ୍ତି । ଯେଉଁଥିପାଇଁ ଗଜକେଶରୀ ରାଜଯୋଗ ସୃଷ୍ଟି ହେଉଛି । ଜ୍ୟେଷ୍ଠ ମାସର ଶୁକ୍ଲପକ୍ଷ ଷଷ୍ଠୀ ତିଥି ଏହି ଦିନ ଗଜକେଶରୀ ରାଜଯୋଗ ସହିତ ରବି ଯୋଗ, ବୁଦ୍ଧାଦିତ୍ୟ ଯୋଗ ଏବଂ ମଘା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି ।
Jun 11,2024, 22:50 PM IST
maa vaishno devi
Vaishno Devi: ସହଜ ହେବ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ, ଜାଣନ୍ତୁ କାରଣ
Vaishno Devi Helicopter Service: ମାତା ବୈଷ୍ଣୋ ଦେବୀ ପୂଜା କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନସୁଲ ଗର୍ଗ କହିଛନ୍ତି ଯେ, ଗୋଟିଏ ଦିନରେ ମାତାଙ୍କ ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ତୀର୍ଥଯାତ୍ରୀଙ୍କ ପାଇଁ SMVDSB ଜାମ୍ମୁରୁ ସଞ୍ଜୀ ଛକ ହେଲିକପ୍ଟର ସେବା ଆରମ୍ଭ କରାଯାଉଛି ।
Jun 11,2024, 22:25 PM IST
Odisha Politics
Photo Gallery: କେମିତି ଥିଲା ରାଜ୍ୟ ବିଜେପିର ଆଜିର କାର୍ଯ୍ୟକ୍ରମ, ଦେଖନ୍ତୁ ଝଲକ
ଏଥି ସହ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ, ସେ ଦୁଇଜଣ ହେଉଛନ୍ତି, କନକବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ।
Jun 11,2024, 21:21 PM IST
malawi plane crash
ବିମାନ ଦୁର୍ଘଟଣାରେ ମଲାୱି ଉପରାଷ୍ଟ୍ରପତିଙ୍କ ସମେତ ୧୦ ମୃତ
ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ବର୍ତ୍ତମାନ ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି । ବିମାନରେ ଥିବା ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହେବା ସହିତ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
Jun 11,2024, 19:16 PM IST
Odia News
ଶିବ ପାର୍ବତୀଙ୍କ ଶୁଭ ବିବାହ ପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ
ଗତ ବିଳମ୍ବିତ ରାତିରେ ପ୍ରାୟ ସବୁ ପଡାରୁ ବାହାରିଥିଲା ବରଯାତ୍ରୀ ପଟୁଆର ପାଲିଙ୍କି ଉପରେ ବର ବେଶରେ ବିରାଜମାନ ଥିଲେ ଦେବ ଦେବ ମହାଦେବ । ଆଗରେ ନୃତ୍ୟଗୀତର ତାଳେ ତାଳେ ଝୁମିଥିଲେ ବରଯାତ୍ରୀ ।
Jun 11,2024, 18:44 PM IST
Mohan Majhi
ମୋହନ ମାଝି କିଏ, ଆସନ୍ତୁ ଜାଣିବା ୫ ବିନ୍ଦୁରେ
ରାଜ୍ୟର ୨୭ତମ ମୁଖ୍ୟମନ୍ତ୍ରୀଭାବେ କେନ୍ଦୁଝର ବିଧାୟକ ମୋହନଚରଣ ମାଝି ଆସନ୍ତା କାଲି ଶପଥ ନେବେ। ବିଜେପି ବିଧାୟକ ଦଳ ଆଜି ତାଙ୍କୁ ସର୍ବ ସମ୍ମତିକ୍ରମେ ନେତା ଭାବେ ନିର୍ବାଚିତ କରିଛି। ଏନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବାବବଦରେ କିଛି ପ୍ରମୁଖ ବିନ୍ଦୁ
Jun 11,2024, 18:30 PM IST
vegetable price hike
ବଢିଲା ପନିପରିବା ଦର, ୫ଶହ ଟଙ୍କାରେ ପୁରୁନି ବ୍ୟାଗ୍
ପନିପରିବା ଦର ବୃଦ୍ଧିକୁ ନେଇ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି ।
Jun 11,2024, 17:10 PM IST
Shukra gochar 2024
Shukra Gochar 2024: ୩ ରାଶିକୁ ୨୫ ଦିନ ପାଇଁ ମିଳିବ ଶୁଭଫଳ
Venus Transit 2024 In June: ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ, ଶୁକ୍ର ୧୨ ଜୁନ୍ ବୁଧବାର ସନ୍ଧ୍ୟା ୬ଟା୩୭ ରେ ମିଥୁନ ରାଶିରେ ଚଳନ କରିବେ । ଜୁଲାଇ ୭ ପର୍ଯ୍ୟନ୍ତ ମିଥୁନରେ ବିଦ୍ୟମାନ କରିବେ ଶୁକ୍ର । ଏହି ଅବଧି ମଧ୍ୟରେ, ଅନେକ ରାଶିର ବ୍ୟକ୍ତିବିଶେଷଙ୍କୁ ଏହାର ପ୍ରଭାବରୁ ଶୁଭଫଳ ମିଳିବ । ତେବେ କେଉଁ ରାଶିର ବ୍ୟକ୍ତିବିଶେଷ ବିଶେଷ ଲାଭ ପାଇବେ ଆସନ୍ତୁ ଜାଣିବା ।
Jun 11,2024, 16:13 PM IST
top 10 news today
Top 10 News Today: କିଏ ହେବେ ମୁଖ୍ୟମନ୍ତ୍ରୀ ? ପଢ଼ନ୍ତୁ ୧୦ଟି ବଡ଼ ଖବର
Top 10 News Today: ରାଜ୍ୟ ତଥା ଦେଶର ୧୦ଟି ବଡ଼ ଖବର ପଢ଼ନ୍ତୁ ସଂକ୍ଷେପରେ...
Jun 11,2024, 15:55 PM IST
ଆଉ କିଛିସମୟ ପରେ ବିଜେପିର ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନାମ ହେବ ଘୋଷଣା
ଚଳିତ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଲାଭ କରିଛି। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୭୮ ଆସନ ପାଇଥିବାରୁ ଦଳ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଅନେକ ଆଲୋଚନା ଚାଲିଛି।
Jun 11,2024, 15:13 PM IST
ବିଜେଡି ସରକାର ହଟିବା ନେଇ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର
ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ବିଜେଡି ଶାସନର ଅବସାନ ଘଟିଛି। ଭିକେ ପାଣ୍ଡିଆନ ହଜାର ହଜାର ଗାଁ ସାଥିମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ବେଳେ ଭୋଟ୍ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି ଓଡ଼ିଶାବାସୀ।
Jun 11,2024, 15:02 PM IST
New Odia Film
ନୂଆ ଫିଲ୍ମ "ବୋହୂ ଆମର ମାଟ୍ରିକ ଫେଲ" ଦେଖନ୍ତୁ ଆସନ୍ତା ୧୬ ଜୁନ ସନ୍ଧ୍ୟା ୬:୩୦ରେ
Entertainment News: ଏହି ଫିଲ୍ମ ଆସନ୍ତା ୧୬ ଜୁନ ରବିବାର ସନ୍ଧ୍ୟା ୬:୩୦ ରେ ଦେଖି ଦର୍ଶକ ଖୁବ ମନୋରଞ୍ଜନ ପାଇବେ ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି ।
Jun 11,2024, 14:12 PM IST
Lucky Zodiac Sign: ୧୧ ଜୁନରେ ରୁଚକ ରାଜଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 11 June 2024: ଜୁନ ୧୧ ମଙ୍ଗଳବାର ଦିନ ମଙ୍ଗଳ ନିଜର ମୂଳ ତ୍ରିକୋଣ ରାଶି ମେଷରେ ଅବସ୍ଥାନ କରିବେ । ଯେଉଁ କାରଣରୁ ଏକ ଆକର୍ଷଣୀୟ ରାଜଯୋଗ ସୃଷ୍ଟି ହେଉଛି । କର୍କଟ ପରେ ଚନ୍ଦ୍ର ସିଂହ ରାଶିରେ ଚଳନ କରିବାକୁ ଯାଉଛନ୍ତି । ଏଥିସହ ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷର ପଞ୍ଚମୀରେ ରୁଚକ ରାଜଯୋଗ ସହ ସବ୍ୟାର୍ଥ ସିଦ୍ଧ ଯୋଗ, ରବି ଯୋଗ ଏବଂ ଅଶ୍ଲେଶା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବାକୁ ଯାଉଛି । ଯେଉଁଥିପାଇଁ ଦିନଟିର ମହତ୍ତ୍ୱ ବୃଦ୍ଧି ପାଇଛି ।
Jun 10,2024, 22:50 PM IST
Entertainment News
ରଜ ସପ୍ତାହର ଶୁଭାରମ୍ଭରେ ମଧୁର ସଂସାର ଓ ସନ୍ଧ୍ୟା ରାଗିଣୀର ମହାସଂଗମ
ସନ୍ଧ୍ୟା ରାଗିଣୀ ଓ ମଧୁର ସଂସାରର ହେବାକୁ ଯାଉଛି ମହାସଂଗମ, ଯାହାପାଇଁ ଖୁବ ଉତ୍ସାହିତ ରହିଛନ୍ତି ପ୍ରଶଂସକ । ମଧୁ ସନ୍ଧ୍ୟା ଓ ରାଗିଣୀକୁ ରଜ ଉତ୍ସବର ନିମନ୍ତ୍ରଣ ଦେଇଛନ୍ତି । କିନ୍ତୁ ଏ ସବୁ ବିଷୟରେ ଖବର ପାଇବାପରେ ଭାରତୀ, ଶୀତଲ ଓ ଚାରୁ ଏହାକୁ ବିଫଳ କରିବାକୁ ଚଲାଇଛନ୍ତି ଚକ୍ରାନ୍ତ, ଯେମିତି କି ସମସ୍ତଙ୍କର ରଜ ଉତ୍ସବ ପାଳନ କରିବାର ସ୍ବପ୍ନ ଅଧାରେ ରହିଯିବ ।
Jun 10,2024, 22:01 PM IST
Former CM Naveen Patnaik
ଶୀତଳ ଷଷ୍ଠୀର ଉପଲକ୍ଷେ ଶୁଭକାମନା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଲୋକ ପରମ୍ପରା ଓ ଲୋକ ସଂସ୍କୃତିର ବାହକ ହେଉଛି ପବିତ୍ର ଶୀତଳ ଷଷ୍ଠୀ ପର୍ବ । ଦେବୀ ପାର୍ବତୀଙ୍କୁ କନ୍ୟା ରୂପେ ପାଇବାର ଅପୂର୍ବ ଅବସର ଆଣିଦିଏ ପବିତ୍ର ଶୀତଳ ଷଷ୍ଠୀ । ଭଲ ବର୍ଷା ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
Jun 10,2024, 20:53 PM IST
PM Modi Cabinet 2024
Modi Cabinet 3.0: କାହାକୁ ମିଳିଲା କେଉଁ ମନ୍ତ୍ରାଳୟ ? ଜାଣନ୍ତୁ ସମସ୍ତ ତଥ୍ୟ
Modi Cabinet 3.0: ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରଳାୟ ମିଳିଥିବା ସମୟରେ ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି । ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ନିର୍ମାଣ ବିଭାଗ ମିଳିଛି । ନିର୍ମଳା ସୀତାରମଣଙ୍କୁ ଅର୍ଥ, ଏସ୍. ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର, ମନୋହର ଲାଲ୍ଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ମିଳିଛି ।
Jun 10,2024, 19:36 PM IST
Sahara Refund
Sahara Refund: ନିର୍ବାଚନ ଋତୁ ସରିଲା, ଏବେ ଖାତାକୁ ଆସିବ ସାହାରା ଟଙ୍କା ?
Sahara Refund: ୨୦୨୪ ନିର୍ବାଚନ ସରିବା ସହ ଫଳାଫଳ ଆସିବା ପରେ ନୂଆ ସରକାର ଗଢା ଚାଲିଛି । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ନୂଆ ସରକାର ସାହାରା ଟଙ୍କା ଫେରାଇଦେବା ପାଇଁ ବାକି ଥିବା ପ୍ରକ୍ରିୟା ଆରମ୍ଭ କରିବେ ତ ?
Jun 10,2024, 19:16 PM IST
Budh Gochar 2024
Budh Gochar 2024: ୩ ଦିନ ପରେ ୫ ରାଶିର ଭାଗ୍ୟ ପରିବର୍ତ୍ତନ, ମିଳିବ ଧନ
Budh Gochar 2024: ୧୪ ଜୁନ୍ ୨୦୨୪ ଶୁକ୍ରବାର ରାତି ୧୧ଟା୯ ସମୟରେ ବୁଧ ମିଥୁନ ରାଶିରେ ଚଳନ କରିବେ । ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ଅନୁଯାୟା, ବୁଧଙ୍କ ରାଶି ପରିବର୍ତ୍ତନ କେଉଁ ରାଶିକୁ ଶୁଭଫଳ ପ୍ରଦାନ କରିବ ।
Jun 10,2024, 18:55 PM IST
Heavy Rain
Heavy Rain: ବର୍ଷା କାରଣରୁ ବେହାଲ୍ ମାୟାନଗରୀ ମୁମ୍ୱାଇ, ୨ ମୃତ ସୂଚନା
ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇ ପାଇଁ ୟେଲୋ ଆଲର୍ଟ ଏବଂ ଥାନେ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଗତକାଲି ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ବିକ୍ରୋଲିରେ ଘରର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ନାବାଳକ ଏବଂ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Jun 10,2024, 17:51 PM IST
Travel News
ଚୁକ୍ତିନାମା ନବୀକରଣ ନହେଲେ ୧୦ ଦିନ ମଧ୍ୟରେ ରାସ୍ତାରୁ ହଟିବ ହଜାର ବସ
ମିଳିଥିବା ସୂଚନା ମୁତାବକ, ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଚୁକ୍ତିନାମା ବଢାଇବା ସପକ୍ଷରେ ନଥିବାବେଳେ ପରିବହନ ମନ୍ତ୍ରୀ ଚାହୁଁଛନ୍ତି ଯେ “ବିକଳ୍ପ ବ୍ୟବସ୍ଥା” ନହେବା ପର୍ଯ୍ୟନ୍ତ ଉକ୍ତ ବସ୍ ଗୁଡିକ ଚଳାଚଳ ଜାରି ରହୁ ।
Jun 10,2024, 16:58 PM IST
pm kisan yojana
ଏହି ବର୍ଗର ଲୋକେ ଉଠାଇ ପାରିବେ ନାହିଁ ପିଏମ କିସାନ ଯୋଜନାର ଲାଭ, ପଢନ୍ତୁ କାହିଁକି
PM Kisan Samman Nidhi Yojana: ଯେଉଁ ଚାଷୀମାନେ ସରକାରୀ ଗାଇଡ଼ଲାଇନକୁ ଅନୁସରଣ କରିନାହାନ୍ତି ସେମାନେ ଏହି ତାଲିକାରେ ସାମିଲ ହୋଇ ପାରିନାହାନ୍ତି। ତେବେ ଏହି ଯୋଜନାରେ ସାମିଲ ହେବାକୁ ହେଲେ ସରକାର ଜାରି କରିଥିବା ସମସ୍ତ ଗାଇଡଲାଇନକୁ ଅନୁସରଣ କରିବାକୁ ହେବ।
Jun 10,2024, 16:11 PM IST
Top 10 News Today: ମୌସୁମୀ ସକ୍ରୀୟ ନେଇ ପାଣିପାଗ ବିଭାଗର ଅପଡେଟ୍, ପଢ଼ନ୍ତୁ ୧୦ଟି ବଡ଼ ଖବର
Jun 10,2024, 15:57 PM IST
mangal gochar 2024
Mangal Gochar 2024: ମେଷ ରାଶିରେ ମଙ୍ଗଳ ଚଳନ, ୨ରାଶି ପାଇଁ ଅତ୍ୟନ୍ତ ଶୁଭ
Mangal Gochar 2024: ସମସ୍ତ ରାଶିର ଲୋକମାନେ ମଙ୍ଗଙ୍କ ପ୍ରଭାବରୁ ପ୍ରଭାବିତ ହେବେ, କିନ୍ତୁ ଦୁଇଟି ରାଶିର ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିବ ।
Jun 10,2024, 15:26 PM IST
ଓଡ଼ିଶାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ? କେତେବେଳେ ନେବେ ଶପଥ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ.
ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡ଼ାନ୍ତ ପର୍ଯ୍ୟାୟର ପହଞ୍ଚି ପାରୁନାହିଁ। ତେବେ ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅର୍ଥାତ୍ ୧୨ତାରିଖ ଅପରାହ୍ନ ୪ଟା ୪୫ ମିନିଟ୍ ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।
Jun 10,2024, 15:02 PM IST
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଫାଇଭ୍ ଷ୍ଟାର୍ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର
୮ ଜୁନ୍, ୨୦୨୪ରେ ଅନୁଷ୍ଠିତ ନବମ ଜାତୀୟ ପରିବେଶ, ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ-୨୦୨୪ ସମ୍ମିଳନୀରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।
Jun 10,2024, 14:10 PM IST
Lucky Zodiac Sign: ୧୦ ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 10 June 2024 : ୧୦ ଜୁନ ସୋମବାର ଦିନ ଚନ୍ଦ୍ର ନିଜର ରାଶି କର୍କଟରେ ଚଳନ କରିବେ । ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥି ଏବଂ ଏହି ଦିନଟିରେ ରବି ଯୋଗ, ସର୍ବ ସିଦ୍ଧ ଯୋଗ, ଧ୍ରୁବ ଯୋଗ ଏବଂ ପୁଷ୍ୟା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ପ୍ରଭାବରୁ ଦିନଟିର ଗୁରୁତ୍ୱ ବଢିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗଠିତ ଶୁଭ ଯୋଗର ଲାଭ ୫ଟି ରାଶିକୁ ମିଳିବ ।
Jun 9,2024, 23:00 PM IST
Top 10 News Today: ନୂଆ କ୍ୟାବିନେଟ ଶପଥ ଗ୍ରହଣ ସମେତ ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
TOP 10 NEWS TODAY: ଦିନ ତମାମର ୧୦ଟି ବଡ଼ ଖବର ପଢିନିଅନ୍ତୁ ସଂକ୍ଷେପରେ...
Jun 9,2024, 21:56 PM IST
modi 3.0
ପୁଣିଥରେ ମନ୍ତ୍ରୀ ହେଲେ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ
ପୂର୍ବରୁ ଅଶ୍ୱିନୀ, ଧର୍ମେନ୍ଦ୍ର ଏବଂ ଜୁଏଲ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଳାଇ ସାରିଛନ୍ତି ।
Jun 9,2024, 21:09 PM IST
PM Modi Oath Ceremony
PM Modi Oath Ceremony: ପିଏମ ମୋଦୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀ ନେଲ ଶପଥ
PM Modi Oath Ceremony: ପ୍ରଧାନମନ୍ତ୍ରୀଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ମଧ୍ୟ ଶପଥପାଠ କରିଛନ୍ତି ।
Jun 9,2024, 20:15 PM IST
PM Modi Oath Ceremony: ଉତ୍ସବମୁଖର ରାଷ୍ଟ୍ରପତି ଭବନ, ପହଞ୍ଚିଲେ ସମସ୍ତ ଅତିଥି
PM Modi Oath Ceremony: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀଙ୍କୁ ଶପଥପାଠ କରାଇବେ । ସମଗ୍ର ଦେଶ ଆଜି ପାଇଁ ଆଜି ଏହି ଉତ୍ସବ ଏକ ପର୍ବ ପରି ମନେ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜନାଥ ସିଂ, ଅମିତ ଶାହା, ନିତିନ ଗଡକରୀ, ଜେପି ନଡା, ନିର୍ମଳା ସୀତାରମଣ ମଧ୍ୟ ଶପଥ ଗ୍ରହଣ କରିବେ।
Jun 9,2024, 19:21 PM IST
Rahu gochar 2024
Rahu Gochar 2024: ଏହି ରାଶି ଉପରେ ୨୦୨୫ ପର୍ଯ୍ୟନ୍ତ ରାହୁଙ୍କ ବିଶେଷ ଆଶୀର୍ବାଦ
Rahu Gochar 2024: ବୃହସ୍ପତିଙ୍କ ରାଶି ମୀନରେ ବର୍ତ୍ତମାନ ରାହୁ ଅବସ୍ଥିତ ଅଛନ୍ତି । ରାହୁ ୨୦୨୫ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ । ରାହୁ ମୀନରେ ଥିବାବେଳେ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏହାର ପ୍ରଭାବ ରହିବ । କିନ୍ତୁ କିଛି ରାଶି ଅଛନ୍ତି ଯାହା ରାହୁଙ୍କ ମୀନ ରାଶିରେ ଥିବା ସମରେ ଶୁଭଫଳ ପାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେଗୁଡିକ କେଉଁ ରାଶି ।
Jun 9,2024, 18:35 PM IST
PM Narendra Modi
୧୨ ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ' କରିବେ ପିଏମ ମୋଦୀ
ଜୟଦେବ ବିହାରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ଶୋ ହେବାକୁ ଥିବା ସମୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ବିଶେଷ କରି ରୋଡ୍ ଶୋ ମାର୍ଗ ଏବଂ ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି ।
Jun 9,2024, 17:32 PM IST
recharge plan
Recharge Plan: କରିନିଅନ୍ତୁ ଏହି କାମ, ଦିନକୁ 1.5GB ଚାଟା ମିଳିବ ମାଗଣା
Recharge Plan: ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ୮୪ ଦିନର ବୈଧତା ପ୍ଲାନ ଦୈନିକ ୧.୫ ଜିବି ଡାଟା, ଅସୀମିତ କଲିଂ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିଥାଏ । ଆଜି ଆମେ ଆପଣଙ୍କୁ ୩ ମାସ ବୈଧତା ଥିବା ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ (VI) ପ୍ରିପେଡ୍ ପ୍ଲାନ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦେବୁ ।
Jun 9,2024, 17:06 PM IST
crime news
୨ଟି ବ୍ୟାଗରେ ଥିଲା କଟା ହୋଇଥିବା ଶବ, ଟ୍ରେନରୁ ଜବତ କଲା ଜିଆରପି
ମହିଳାଙ୍କ ଅଣ୍ଟା ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱ ଗୋଟିଏ ଟ୍ରଲୀ ବ୍ୟାଗରେ ଭର୍ତ୍ତି କରାଯାଇଥିବା ସମୟରେ ଅଣ୍ଟା ଠାରୁ ତଳକୁ ଥିବା ଶରୀରକୁ ଆଉ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରାଯାଇଥିଲା ।
Jun 9,2024, 16:23 PM IST
Top 10 News Today: ଯାହା କହିଥିଲେ ତାହା କରିଲେ ଭିକେ ପାଣ୍ଡିଆନ, ପଢ଼ନ୍ତୁ ୧୦ଟି ବଡ଼ ଖବର
Top 10 News Today: ଏପର୍ଯ୍ୟନ୍ତ ଘଟିଥିବା ୧୦ଟି ବଡ଼ ଖବର ପଢିନିଅନ୍ତୁ ସଂକ୍ଷପରେ...
Jun 9,2024, 15:54 PM IST
Surya Gochar June 2024
Surya Gochar June 2024: ଜୁନ୍ ୧୫ରେ ମିଥୁନରେ ସୂର୍ଯ୍ୟଙ୍କ ଚଳନ, ୪ ରାଶି ଉପରେ ବଡ଼ ପ୍ରଭାବ
Surya Gochar June 2024: ସୂର୍ଯ୍ୟ ୩୬୫ ଦିନରେ ଗୋଟିଏ ରାଶି ଚକ୍ର ପରିବର୍ତ୍ତନ ସଂପୂର୍ଣ୍ଣ କରିଥାନ୍ତି । ବର୍ତ୍ତମାନ ସୂର୍ଯ୍ୟ ବୃଷ ରାଶିରେ ଅଛନ୍ତି, ଜୁନ୍ ୧୫ ରେ ମିଥୁନ ରାଶିରେ ପ୍ରବେଶ କରିବେ । କେତେକ ରାଶିର ବ୍ୟକ୍ତିବିଶେଷ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁ ଅଶୁଭ ଫଳାଫଳ ଭୋଗିବେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବା ଆବଶ୍ୟକ ।
Jun 9,2024, 14:40 PM IST
Lucky Zodiac Sign: ୯ ଜୁନରେ ରବି ପୁଷ୍ୟା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
Top 5 Lucky Zodiac Sign, 9 June 2024: ଜୁନ୍ ୯ ତାରିଖ ରବିବାର ଦିନ ମିଥୁନ ପରେ ଚନ୍ଦ୍ର କର୍କଟ ରାଶିରେ ସଞ୍ଚାର କରିବେ । ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷ ତୃତୀୟା ତିଥି ଏବଂ ଏହି ଦିନରେ ବିଦ୍ୟା ଯୋଗ, ରବି ପୁଷ୍ୟା ଯୋଗ, ସର୍ବାର୍ଥ ସିଦ୍ଧ ଯୋଗ ସମେତ ପୁଣର୍ଭସୁ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଘଟୁଛି । ଯେଉଁଥିପାଇଁ ଦିନଟିର ଗୁରୁତ୍ୱ ବଢିଛି । ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଦିନଟିରେ ଗଠିତ ଶୁଭ ଯୋଗ ୫ଟି ରାଶିକୁ ଶୁଭଫଳ ପ୍ରଦାନ କରିବ ।
Jun 8,2024, 23:10 PM IST
Crime News: ଫେସବୁକ ପ୍ରେମରୁ ବିବାହ, ତାପରେ ମୃତ୍ୟୁର ପୂର୍ଣ୍ଣଛେଦରେ କାହାଣୀ ଶେଷ
ଲକ୍ଷ୍ନୌର ଜଣେ ଝିଅ ଫେସବୁକ୍ ମାଧ୍ୟମରେ ଅରୟାର ଫାଫଣ୍ଡ ଥାନା ଅନ୍ତର୍ଗତ ବାରୁ ଗାଁର ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ପ୍ରଥମେ ବନ୍ଧୁତା ଆଉ ତାପରେ ପ୍ରେମରେ ପରିଣତ ହୋଇଥିଲା ସମ୍ପର୍କ ।
Jun 8,2024, 20:26 PM IST
Vi Recharge plan
Vi Recharge Plan: ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ରିଚାର୍ଜରେ ୫୬ ଦିନ ପର୍ଯ୍ୟନ୍ତ....
ଦେଶରେ ତିନୋଟି ପ୍ରସିଦ୍ଧ ଟେଲିକମ୍ କମ୍ପାନୀ ରହିଛି । ସେଗୁଡିକ ହେଉଛି ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ (vi) । ଏହି ତିନୋଟି କମ୍ପାନୀ ସେମାନଙ୍କ ଗ୍ରାହକଙ୍କ ପାଇଁ ଅନେକ ସ୍ୱତନ୍ତ୍ର ରିଚାର୍ଜ ପ୍ଲାନ ପ୍ରସ୍ତୁତ ରଖିଛନ୍ତି । ଭୋଡାଫୋନ୍ ଆଇଡିଆ ବିଷୟରେ କହିବାକୁ ଗଲେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ର
Jun 8,2024, 19:39 PM IST
Eid Al Adha 2024
Eid Al Adha 2024: ଚାନ୍ଦ ଦେଖାହେଲା... ଜାଣନ୍ତୁ କେଉଁ ଦିନ ପାଳନ ହେବ ବକ୍ରିଦ
Eid Al Adha 2024: ଚାନ୍ଦନି ଚୌକରେ ଅବସ୍ଥିତ ଫତେହପୁରୀ ମସଜିଦର ଶାହି ଇମାମ, ମୁଫତି ମୁକରାମ ଅହମ୍ମଦ ଶନିବାର ଦିନ ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀରେ ମେଘୁଆ ଆକାଶ ଯୋଗୁଁ ଚାନ୍ଦ ଦେଖି ହୋଇନଥିଲା । କିନ୍ତୁ ବିଳମ୍ବିତ ରାତିରେ ଦେଶର ବିଭିନ୍ନ ସ୍ଥାନରୁ ନିଶ୍ଚିତ କରାଯାଇଛି ।
Jun 8,2024, 18:04 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.