LPG price
ଗ୍ରାହକଙ୍କୁ ବଡ଼ ଭେଟି: ଶସ୍ତା ହେଲା LPG ସିଲିଣ୍ଡର ଦାମ୍
LPG Price: ମଧ୍ୟପ୍ରଦେଶର ଭୋପାଳରେ ୧୭୦୪ ଟଙ୍କାରେ ବର୍ତ୍ତମାନ କମର୍ସିଆଲ ଗ୍ୟାସ ସିଲିଣ୍ଡର ମିଳିପାରିବ ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୋରେ ଏହି ରେଟ୍ ୨୦୫୦ ଟଙ୍କାକୁ ଖସିଆସିଛି । ସେହି ପରି କମର୍ସିଆଲ ସିଲିଣ୍ଡର ଭୁବନେଶ୍ୱରରେ ୨୦ ଟଙ୍କା ହ୍ରାସ ହୋଇ ୧୮୯୬.୫୦ ହୋଇଛି।
Jun 1,2024, 22:45 PM IST
horoscope 2 june 2024
୨ ଜୁନରେ ଏହି ସବୁ ରାଶି ଉପରେ ରହିବ ସୂର୍ଯ୍ୟ ଭଗବାନଙ୍କ କୃପା, ପଢ଼ନ୍ତୁ ନିଜର ରାଶିଫଳ
Rashifal 2 June 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ଜାଣନ୍ତୁ କେଉଁ ରାଶି ୨ ଜୁନ୍ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶିକୁ ସତର୍କ ରହିବାକୁ ପଡିବ।
Jun 1,2024, 21:31 PM IST
Odisha Exit Poll
ଓଡ଼ିଶାରେ ୧୫ରୁ ୧୭ ଲୋକସଭା ଆସନ ନେବ ବିଜେପି!
Odisha Exit Poll: ଇଣ୍ଡିଆ ଟିଭିରେ ପ୍ରକାଶିତ ମତ ଅନୁସାରେ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିବା ଜଗତସିଂହପୁର ଲୋକସଭା ଆସନରେ ମଧ୍ୟ ବିଜେପି ସମ୍ଭାବନା ରହିଛି। ଏହି ଆସନକୁ ବିଜେପି ଆଗୁଆ ସି ’ବର୍ଗର ଆସନ ବୋଲି ଭାବିଥିଲେ।
Jun 1,2024, 19:36 PM IST
Block UPI Apps
ଫୋନ୍ ଚୋରି ହେଲେ କିପରି ବନ୍ଦ କରିବେ ଗୁଗଲ୍ ଓ ଫୋନ ପେ?
Block UPI Apps Tips: ଆପଣଙ୍କର ଯଦି ମୋବାଇଲ ଫୋନ ହଜିଯାଏ କିମ୍ବା ଚୋରି ହୁଏ ତେବେ କ’ଣ ହେବ? ଆପଣ କିପରି ଗୁଗଲ ପେ, ଫୋନ ପେ, ପେଟିଏମ ଏବଂ ୟୁପିଆଇ ଆଇଡିକୁ ବନ୍ଦ କରିବେ?
Jun 1,2024, 18:09 PM IST
Heat Stroke Death
ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁକୁ ନେଇ ତଦନ୍ତ କରୁଛି ୬ ଜଣିଆ ଟିମ୍
Heat stroke death In odisha: ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବାନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅନ୍ୟପଟେ ଅସ୍ୱାଭାବିକ ସ୍ୱାସ୍ଥ୍ୟହାନୀକୁ ନେଇ ୪ ଜିଲ୍ଲାରେ ଅଧିକାଂଶ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
Jun 1,2024, 17:34 PM IST
top 10 news today
ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୪୯.୭୭ ପ୍ରତିଶତ ମତଦାନ, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Top 10 Afternoon Headlines from 1st June 2024: ଅପରାହ୍ଣ ୩ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୪୯.୭୭ ପ୍ରତିଶତ ମତଦାନ ହୋଇଛି। ସବୁଠାରୁ ଅଧିକ ମତଦାନ ବାଲେଶ୍ୱରରେ ପ୍ରାୟ ୫୪.୦୪ ପ୍ରତିଶତ ରହିଥିବା ବେଳେ ଭଦ୍ରକରେ ୪୬.୩୩%, ଜଗତସିଂହପୁରରେ ୫୨.୫୨%, ଯାଜପୁରର ୪୮.୮୦%, କେନ୍ଦ୍ରାପଡ଼ାରେ ୪୬.୪୬% ଏବଂ ମୟୁରଭଞ୍ଜରେ ୫୧.୦୩ ପ୍ରତିଶତ ଭୋଟ ରେକର୍ଡ କରାଯାଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।
Jun 1,2024, 16:09 PM IST
padma shri maguni charan
ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଜ୍ୟପାଳ ଓ ଧର୍ମେନ୍ଦ୍ର ପ୍ରଧାନ
Odisha News: ନିଜର ପୈତୃକ ଘର କେନ୍ଦୁଝର ଜିଲ୍ଲା ସ୍ଥିତ ବୈଦରାଜ ସାହିରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଦୀର୍ଘ ଦିନରୁ ରୋଗାଗ୍ରସ୍ତ ଥିଲେ ମାଗୁଣି। ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
Jun 1,2024, 11:13 AM IST
odisha election 2024
Odisha Election 2024: ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ, ବିଭିନ୍ନ ବୁଥରେ ମତଦାନ ବିଳମ୍ବ
ଭୋଟ୍ ଦେବାକୁ ଭୋଟର ମାନଙ୍କ ଭିଡ ଜମିବାରେ ଲାଗିଛି।ସେହିପରି ବାଲେଶ୍ୱର ସଦରର ବୁଥ ନଂ ୧୫୩, ବସ୍ତାର ବୁଥ ନଂ ୨୬, ବାଲେଶ୍ୱରର ବୁଥ ନଂ ୧୩୬, ୧୬୯ନଂ ଓ ୧୧୧ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି। ଜଳେଶ୍ୱରର ୨୫ ନଂ ଓ ୯୮ନଂ ବୁଥ୍ରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନ ବିଳମ୍ବ ହୋଇଛି।
Jun 1,2024, 10:53 AM IST
Arvind Kejriwal
ଆସନ୍ତାକାଲି ଆତ୍ମସମର୍ପଣ କରିବେ କେଜ୍ରିୱାଲ, ସାମ୍ୱାଦିକ ସମ୍ମିଳନୀରେ ଦେଲେ ଏଭଳି ରୋଚକ ସୂଚନା
ଏଭଳି ସ୍ଥିତିରେ କିଡ୍ନୀ ଓ କର୍କଟ ଭଳି ମେଡିକାଲ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଡାକ୍ତରମାନେ ତାଙ୍କ ପିଇଟି ସ୍କାନ ଠାରୁ ଆରମ୍ଭ କରି ଅନ୍ୟ ପରୀକ୍ଷା ସବୁ କରିବାକୁ କହିଛନ୍ତି।
Jun 1,2024, 10:38 AM IST
Odisha Election
ଅସତ୍ୟ ଖବର ପ୍ରସାରଣକୁ ନେଇ ସିଇଓଙ୍କ ଅସନ୍ତୋଷ, କହିଲେ ଗଣମାଧ୍ୟମର ବ୍ୟାପକ ଭୂମିକା ରହିଛି
Odisha Election: ନିର୍ବାଚନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଧଳ କହିଛନ୍ତି, ଏହି ପର୍ଯ୍ୟାୟରେ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଅଧିକ ଭୋଟ ହାର ହୋଇଥାଏ। ଏଥର ବି ତାହା ନିରନ୍ତର ରହିବ ବୋଲି ଆଶା କରାଯାଇଛି। ପ୍ରାୟ ୧କୋଟି ଭୋଟର ସୁରୁଖୁରରେ ମତଦାନ କରିଛନ୍ତି। ଯେଉଁଠି ଅସୁବିଧା ଥିଲା ତାହାକୁ ଦୂର କରାଯାଇଛି।
Jun 1,2024, 10:34 AM IST
Naveen Patnaik
CM Naveen Patnaik: ଭୋଟ ଦେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଦେବବ୍ରତ) ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଆଜି ମତଦାନ ଜାରି ରହିଛି। ଏହି ଅବସରରେ ରାଜ୍ୟର ଭୋଟରଙ୍କୁ ମତଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି। ସେ ନିଜ 'ଏକ୍ସ 'ହ୍ୟାଣ୍ଡେଲରେ କହିଛନ୍ତି ଯେ, ଗଣତନ୍ତ୍ରରେ ମତଦାନ ଆପଣଙ୍କ ଅଧିକାର। ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ।
Jun 1,2024, 10:05 AM IST
Heat wave
ଦିନ ୧୧ଟା ପରେ ଘରୁ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ, ଏହି ସବୁ ଜିଲ୍ଲାରୁ ଆଲର୍ଟ ଜାରି...
Heat Wave Alert: ୪୬.୫ ଡିଗ୍ରି ସହ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବଲାଙ୍ଗୀର(Balangiri), ସୋନପୁର ଓ ବରଗଡ଼ର ତାପମାତ୍ରା ୪୬ ଡିଗ୍ରି ପାର୍ କରିଛି। ଦିନ ୧୦ଟା ପାର୍ କରିବା ମାତ୍ରେ ଘରୁ ବାହାରେ ପାଦ ରଖିବା କାଠିକର ପାଠ ହୋଇପଡ଼ୁଛି।
Jun 1,2024, 8:01 AM IST
Love horoscope
Love Horoscope: ଜଗି ରଖି ଚଳନ୍ତୁ ଏହି ୫ ରାଶିର ଲୋକ! ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ...
Love Horoscope: ତେବେ, ପ୍ରେମ ଦୃଷ୍ଟିରୁ, ଆଜି କିଛି ରାଶିର ଲୋକଙ୍କ ପାଇଁ ଅନେକ ଉପାୟରେ ଏକ ଭଲ ଦିନ ହେବାକୁ ଯାଉଛି। ସେମାନେ ନିଜ ଜୀବନସାଥୀ ସହିତ କୌଣସି ସ୍ଥାନକୁ ଯାଇପାରନ୍ତି, ଯାହାଫଳରେ ସେମାନେ ନିଜ ସାଥୀଙ୍କୁ ଭଲ ଭାବରେ ଜାଣିବାର ସୁଯୋଗ ପାଇବେ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କର ପ୍ରେମ ଜୀବନ ଆଜି କିପରି ହେବ ତେବେ ଏହାକୁ ଭଲ ଭାବେ ପଢ଼ନ୍ତୁ।
Jun 1,2024, 7:14 AM IST
ac side effects
AC ରେ ଶୋଇଲେ ହୋଇଥାଏ ଏହି ସବୁ ରୋଗ!
AC Side Effects: ଏସିରେ ରହିବା କାରଣରୁ ଆମ ଦେହରୁ ଝାଳ ବାହାରି ନ ଥାଏ । ତେଣୁ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ଆସି ପାରି ନ ଥାଏ । ଫଳରେ ଆପଣ ଅନ୍ୟାନ୍ୟ ରୋଗର ଶିକାର ହୋଇଥାନ୍ତି ଯେଉଁଥିରେ ତ୍ୱଚା ସମସ୍ୟା, କିଡନୀ ସମସ୍ୟା, ଯଏଣ୍ଟ ପେନ୍ ଇତ୍ୟାଦି ସାମିଲ ରହିଛି ।
May 31,2024, 22:24 PM IST
career horoscope
୧ ଜୁନ୍ ରେ ଉଦୟ ହେବ ଏହି ୫ ରାଶିର ଭାଗ୍ୟ, ଭଗବାନ ଗଣେଶଙ୍କ ଆଶୀର୍ବାଦରୁ ପାଇବେ ଅପାର ଲାଭ!
Career Horoscope: ଜୁନ୍ ୧ ତାରିଖ ଶନିବାର ଦିନ, ଭାଗ୍ୟ ସିଂହ ଏବଂ ମୀନ ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିବା। ଭଗବାନ ଗଣେଶଙ୍କ ଆଶୀର୍ବାଦ ସହିତ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇବ ଏବଂ ସେମାନଙ୍କର ରୋଜଗାର ଭଲ ହେବ। ସେମାନଙ୍କର ସମସ୍ତ କାର୍ଯ୍ୟ ବିନା କୌଣସି ବାଧା ବିଘ୍ନରେ ଶେଷ ହେବ।
May 31,2024, 21:11 PM IST
Odisha Election 2024: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ
Odisha Election 2024: ୧୬ ନମ୍ବର ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ୧୦୫ କାକଟପୁର ଓ ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା କାଲି ସକାଳ ୭ ଟା ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।
May 31,2024, 20:10 PM IST
skin allergies
Skin Allergies: ଖରାଦିନେ ସ୍କିନ୍ ଆଲର୍ଜିର ଘରୋଇ ଉପଚାର
Skin Allergies: ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଥାନ୍ତି ତ ଆଉ କିଏ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ,ପାଉଡର ଆଣି ଲଗାଇଥାନ୍ତି। ଯେଉଁଥିପାଇଁ ଅନେକ ଟଙ୍କା ତ ଖର୍ଚ୍ଚ ହୁଏ ତା ସହିତ ଚର୍ମ କଳା ପଡିବା,ଚର୍ମ ଶୁଷ୍କ ହେବା ଭଳି ସମସ୍ୟା ଦେଖାଦିଏ। କିନ୍ତୁ ଜାଣନ୍ତି କି, ଏମିତି କିଛି ସହଜ ଘରୋଇ ଉପାୟ ରହିଛି; ଯାହାକୁ ବ୍ୟବହାର କରି ଏହିସବୁ ସ୍କିନ୍ ଆଲର୍ଜିରୁ ସୁବିଧାରେ ମୁକ୍ତି ପାଇହେବ।
May 31,2024, 19:46 PM IST
June rashifal
କର୍କଟ ଓ ମୀନ ରାଶି ସହ ସତର୍କ ରୁହନ୍ତୁ ଏହି ୪ ରାଶି! ଜାଣନ୍ତୁ କେମିତି ରହିବ ଜୁନ୍ ମାସ...
June Rashifal 2024: କିଛି ରାଶିର ଲୋକଙ୍କ ପାଇଁ ଜୁନ୍ ମାସ ଖୁବ୍ ଖାସ୍ ହେବାକୁ ଯାଉଛି। ଶିକ୍ଷା, ବୃତ୍ତି, ଲଭ୍ ଲାଇଫ୍ ଏବଂ ଦାମ୍ପତ୍ୟ ଜୀବନ ଇତ୍ୟାଦି ପାଇଁ ଏହି ମାସ କିପରି ହେବାକୁ ଯାଉଛି, ଆସନ୍ତୁ ଜାଣିବା ଦେଶର ଜଣାଶୁଣା ଜ୍ୟୋତିଷ ଡ Dr. ଅନିଶ ଭ୍ୟାସ କ’ଣ କୁହନ୍ତି...
May 31,2024, 19:28 PM IST
Rashifal 1 June 2024
୧ ଜୁନରେ ଶନିଦେବ ଚମକାଇବେ ଏହି ସବୁ ରାଶିମାନଙ୍କର ଭାଗ୍ୟ, ପଢ଼ନ୍ତୁ ରାଶିଫଳ
Horoscope 1 June 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ଜାଣନ୍ତୁ ୧ ଜୁନ୍ ୨୦୨୪ ରେ କେଉଁ ରାଶି ଉପକୃତ ହେବେ ଓ କେଉଁ ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ।
May 31,2024, 19:01 PM IST
Bar Dancer in Bhubaneswar
ରାଜଧାନୀରେ ବାର ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ, ବନ୍ଦ ଘରୁ ମିଳିଳା ମୃତଦେହ
Odisha News: ଶିବଶକ୍ତି ନଗରରେ ଏକ ଭଡ଼ା ଘରେ ୨୫ ରୁ ଅଧିକ ଜଣ ଯୁବତୀ ଭଡ଼ାରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବତୀ ବିଭିନ୍ନ ସଂସ୍ଥାରେ କାମ କରନ୍ତି। ମୃତ ଯୁବତୀ ଜଣଙ୍କ ମଧ୍ୟ ସେମାନଙ୍କ ସାଙ୍ଗରେ ରହିବା ସହ କଟକ ରୋଡରେ ଏକ ବାର୍ ରେ ଡ୍ୟାନ୍ସ ଗାର୍ଲ୍ ଭାବେ କାମ କରୁଥିଲେ।
May 31,2024, 17:28 PM IST
water crisis in delhi
Water Crisis in Delhi: ଦିଲ୍ଲୀରେ ଜଳ ସଙ୍କଟ, ହନ୍ତସନ୍ତ ହେଉଛନ୍ତି ଲୋକ
Water Crisis in Delhi: ଅନେକ ଅଞ୍ଚଳରେ ଲୋକମାନେ ବାଲ୍ଟି ଏବଂ ପାଇପ ସହିତ ପାଣି ଟ୍ୟାଙ୍କର୍ ପଛରେ ଦୌଡୁଥିବା ଦେଖିବାକୁ ମିଳିଛି। ଲୋକମାନେ ଲମ୍ବା ଧାଡିରେ ଠିଆ ହୋଇଛନ୍ତି। ସଙ୍କଟ ଏତେ ବଡ ଥିଲା ଯେ,ଏନେଇ ଗୁରୁବାର ଦିଲ୍ଲୀ ସରକାର ଜରୁରୀକାଳୀନ ବୈଠକ ଡକାଇଥିବାବେଳେ ଜଳ ଅପଚୟ ଉପରେ ଜରିମାନା ଲାଗୁ କରାଇଛନ୍ତି।
May 31,2024, 17:09 PM IST
firecracker explosion
ପୁରୀରେ ଶ୍ରୀଜିଉଙ୍କ ଚାପ ଖେଳ ବେଳେ ବାଣ ବିସ୍ପୋରଣ ଘଟଣା, ବାଣ ଫୁଟା ପାଇଁ ମିଳି ନଥିଲା ଅନୁମତି
Firecracker Explosion: ଏହି ଅଘଟଣ ପରେ କୁମ୍ଭାରପଡ଼ା ଥାନା ଏଏସ୍ଆଇ ପ୍ରମୋଦ କୁମାର ଦଳାଇଙ୍କ ଅଭିଯୋଗକ୍ରମେ କୁମ୍ଭାରପଡ଼ା ଥାନାରେ ପୁଲିସ ୧୮୧/୨୪ ନମ୍ବରରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଥାନା ଆଇଆଇସି ଜୟଦୀପ ମହାନ୍ତି ଏହି ଘଟଣାରେ ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ତଦନ୍ତ ଚଳାଇଛନ୍ତି।
May 31,2024, 17:01 PM IST
Narendra Modi
PM Modi Meditation: କନ୍ୟାକୁମାରୀରେ ଧ୍ୟାନରେ ବସିଲେ ମୋଦୀ, ଦେଖନ୍ତୁ ଫଟୋ
ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଜୁନ୍ ୧ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ ମତଦାନର ପ୍ରଚାର ଅବଧି ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀରେ ପହଞ୍ଚିଛନ୍ତି। ବର୍ତ୍ତମାନ ସେ କନ୍ୟାକୁମାରୀଠାରେ ବିବେକାନନ୍ଦ ସ୍ମୃତି ପୀଠରେ ୪୫ ଘଣ୍ଟା ଅର୍ଥାତ୍ ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନରେ ରହିବେ। ଆଜ
May 31,2024, 16:46 PM IST
Love Horoscope: ଏହି ୪ ରାଶିକୁ ମିଳିବ ଖୁସି ଖବର!, ଜାଣନ୍ତୁ କ’ଣ ରହିଛି ଆପଣଙ୍କ ରାଶିରେ...
Love Horoscope: ନିଜ ଜୀବନସାଥୀ ସହିତ କୌଣସି ସ୍ଥାନକୁ ଯାଇପାରନ୍ତି, ଯାହାଫଳରେ ସେମାନେ ନିଜ ସାଥୀଙ୍କୁ ଭଲ ଭାବରେ ଜାଣିବାର ସୁଯୋଗ ପାଇବେ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କର ପ୍ରେମ ଜୀବନ ଆଜି କିପରି ହେବ ତେବେ ଏହାକୁ ଭଲ ଭାବେ ପଢ଼ନ୍ତୁ।
May 31,2024, 13:35 PM IST
sports news
Sports News: ଭାରତୀୟ ମହିଳା ଲିଗ୍ ପାଇଁ NFAର ଯୋଗ୍ୟତା ଅର୍ଜନ
ଏନ୍ ଏଫ୍ ଏ ଓଡ଼ିଶାର ତୃତୀୟ ଦଳ ଭାବେ ଆଇଡବ୍ଲ୍ୟୁଏଲ୍ ୨୪-୨୫ରେ ଖେଳିଛି। ଅନ୍ୟ ଦୁଇଟି ଦଳ ହେଉଛି ଓଡ଼ିଶା ଏଫସି ଓ ସ୍ପୋର୍ଟସ୍ ଓଡ଼ିଶା।
May 31,2024, 12:10 PM IST
Odisha news
ଡିଏନ୍ ରେଗାଲିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱାକୁ ପଛରେ ପିଟିଲା କାର, ୩ଗୁରୁତର
ଅଗ୍ନିଶମ ବିଭାଗ କର୍ମଚାରୀ ଆସି କାରକୁ ଟାଣି ଚାଳକକୁ ଉଦ୍ଧାର କରିଥିଲେ। ତେବେ ସମସ୍ତ ଗୁରୁତର ମାନେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତେବେ ସମସ୍ତ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ।
May 31,2024, 12:04 PM IST
World No Tobacco Day 2024
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ, ତମାଖୁ ସେବନ ଯୋଗୁଁ ହୋଇଥାଏ ଏହି ସବୁ ବଡ଼ ବଡ଼ କ୍ଷତି...
ଆଧୁନିକତାର ଛାପରେ ସାଧାରଣ ଲୋକ ତମାଖୁ ସେବନ କରି ଧୀରେ ଧୀରେ ତମାଖୁର ବଶବର୍ତ୍ତୀ ହୁଏ ଏବଂ ପରେ ତାର ପରିଣତି ଭୟାବହ ହୁଏ। ଏଥିସହ ତମାଖୁକୁ ସମାଜରୁ ଦୂରେଇ ରଖିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
May 31,2024, 10:25 AM IST
Shyam Sundar Das
Odisha News: ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ହେଲେ ଓଏସ୍ଓୟୁର କୁଳପତି
୨୦୧୫ ମାର୍ଚ୍ଚରେ ବିପିୟୁଟିର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କାର୍ଯ୍ୟକାଳ ଶେଷ ପୂର୍ବରୁ ୨୦୧୭ ସେପ୍ଟେମ୍ବରରେ ଇସ୍ତଫା ଦେଇଥିଲେ। ବିବାଦ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଜୋରଦାର ବିରୋଧ ଯୋଗୁଁ ସେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ବ୍ୟକ୍ତିଗତ କାରଣ ଲାଗି ପଦ ଛାଡ଼ୁଥିବା ସମ୍ପର୍କରେ ଇସ୍ତଫାପତ୍ରରେ ଦର୍ଶାଇଥିଲେ।
May 31,2024, 9:58 AM IST
୩୧ ମେ'ରେ ଉଦୟ ହେବ ଏହି ୫ ରାଶିର ଭାଗ୍ୟ, ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରେ ପାଇବେ ଅପାର ଲାଭ!
Career Horoscope: ମଇ ୩୧ ତାରିଖ ଶୁକ୍ରବାର ଦିନ, ଭାଗ୍ୟ ମେଷ ଏବଂ ଧନୁ ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିବା। ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇବ ଏବଂ ସେମାନଙ୍କର ରୋଜଗାର ଭଲ ହେବ। ସେମାନଙ୍କର ସମସ୍ତ କାର୍ଯ୍ୟ ବିନା କୌଣସି ବାଧା ବିଘ୍ନରେ ଶେଷ ହେବ। ଏହି ରାଶିର ଲୋକମାନେ ଅଫିସରେ ଏକ ଭଲ ମାହୋଲ ପାଇବେ।
May 30,2024, 21:10 PM IST
IIT bhubaneswar
ଆଇଆଇଟି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
IIT Bhubaneswar: ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକରଙ୍କ ଉପସ୍ଥିତିରେ ପ୍ରତିଷ୍ଠାନର ଭାରପ୍ରାପ୍ତ ଡିନ୍ ପ୍ରଫେସର ରାଜେଶ ରୋଶନ ଦାଶ ଏବଂ ଆଇଏଲ୍ଏସ୍ ର ନିର୍ଦ୍ଦେଶକ ପ୍ରଫେସର ଦେବାଶିଷ ଦାଶଙ୍କ ଦ୍ୱାରା ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି।
May 30,2024, 21:00 PM IST
Horoscope 31 May 2024
୩୧ ମେ'ରେ ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 31 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ଜାଣନ୍ତୁ କେଉଁ ରାଶି ୩୧ ମେ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶିକୁ ସତର୍କ ରହିବାକୁ ପଡିବ।
May 30,2024, 20:50 PM IST
puri news
Puri News: ଚାପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ
Puri News: ଦୋଳେଚ ଦୋଳଗୋବିନ୍ଦ, ଚାପେଚ ମଧୁସୂଦନ। ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ଲଭ୍ୟତେ। ଅର୍ଥାତ ଚାପରେ ଭକ୍ତ ମଧୁସୂଦନ ରୂପରେ ପ୍ରଭୁଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ ବୋଲି ବିଶ୍ୱାସ ରହିଛି । ମାନବୀୟ ଲୀଳାଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡ଼ା କରିଥାନ୍ତି।
May 30,2024, 20:40 PM IST
PM Modi
PM Modi: ଆଜିଠୁ ଧ୍ୟାନରେ ବସିଲେ ମୋଦି
PM Modi: ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବ। ଏଥିପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି। ପ୍ରଚାର ଶେଷ ହେବା ପରେ ଆଜିଠୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଧ୍ୟାନମଣ୍ଡପରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏଥିପାଇଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
May 30,2024, 20:19 PM IST
Naveen Patnaik: ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ: ନବୀନ
Naveen Patnaik: ରାଜ୍ୟରେ ନିର୍ବାଚନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଓ ବିଜେଡିରେ ଭି.କେ ପାଣ୍ଡିଆନଙ୍କ ଭୂମିକା ନେଇ ବିଜେପି ବାରମ୍ବାର ଶାଣିତ ଟାର୍ଗେଟ କରୁଛି । ମୁଖ୍ୟମନ୍ତ୍ରୀ ଜାଣି ପାରୁନାହାନ୍ତି ଓ ତାଙ୍କୁ ଏକ କ୍ଷମତା ଭୋଗକାରୀ ଗୋଷ୍ଠୀ କବଜା କରିନେଇଥିବା ନେଇ ବୁଧବାର ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ।
May 30,2024, 19:16 PM IST
୧ ତାରିଖରେ ଭୋଟ, ୧୦ହଜାର ବୁଥ, ୪୬୦ ପ୍ରାର୍ଥୀ ଏବଂ ୧୨୫ କମ୍ପାନୀ ସଶସ୍ତ୍ର ବାହିନୀ
Odisha Elections 2024: ଏହି ପର୍ଯ୍ୟାୟରେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜଳ କେନ୍ଦ୍ରାପଡ଼ା, ଜଗତସିଂହପୁର ସଂସଦୀୟ ନିର୍ବାଚନ ମଣ୍ଡଳୀ ଲାଗି ଭୋଟ ଗ୍ରହଣ ହେବ। ଏହି ନିର୍ବାଚନ ମଣ୍ଡଳୀ ୮ଟି ଜିଲ୍ଲାରେ ଥିବାରୁ ଜିଲ୍ଲା ଅନୁସାରେ ସୁରକ୍ଷାବଳ ଓ କର୍ମଚାରୀଙ୍କୁ ବୁଥକୁ ପ୍ରେରଣ ଆରମ୍ଭ ହୋଇଛି।
May 30,2024, 18:15 PM IST
Odisha Election 2024: ଏଥର ନିର୍ବାଚନରେ ସବୁଠାରୁ ଅଧିକ ଟଙ୍କା, ମଦ, ମାଦକ ଓ ସୁନା
Odisha Election 2024 : ଏଥର ନିର୍ବାଚନ ସବୁବେଳେ ସ୍ମରଣୀୟ ହୋଇରହିବ। କାରଣ ସବୁଠାରୁ ଅଧିକ ଟଙ୍କା, ସୁନା, ମଦ ଓ ମାଦକ ଏହି ନିର୍ବାଚନରେ ଜବତ ହୋଇଛି। ସଂଖ୍ୟା ଏତେ ଯେ ଏହା ଗତ ଦୁଇ ନିର୍ବାଚନକୁ ମିଶାଇଲେ ବି ତାହାର ୫ଗୁଣାରୁ ଅଧିକ ହୋଇଛି। ଯଦି ରାଜ୍ୟ ବ୍ୟବସ୍ଥା ଦ୍ୱାରା ଏତେ ଟଙ୍କା, ସୁନା, ମଦ ଓ ମାଦକ ଜବତ ହୋଇପାରୁଛି ତେବେ ହିସାବ କରନ୍ତୁ କେତେ ପରିମାଣରେ ନଗଦ ଅର୍ଥ, ସୁନା, ମଦ ଓ ମାଦକ ଲୋକଙ୍କୁ ବଣ୍ଟା ଯାଇଛି।
May 30,2024, 18:06 PM IST
Mercury transit 2024
ଆସନ୍ତାକାଲି ଠାରୁ ଆରମ୍ଭ ହେବ ଏହି ରାଶି ମାନଙ୍କ ପାଇଁ ଭଲ ଦିନ
Budha Gochar Rashifal 2024: ଆସନ୍ତାକାଲି ବୁଧ ମେଷରୁ ବୃଷ ରାଶିରେ ପ୍ରବେଶ କରିବେ। ବୁଧ ଗ୍ରହ ବୃଷରେ ପ୍ରବେଶ କରୁଥିବାରୁ କିଛି ରାଶିର ଲୋକ ଭାଗ୍ୟବାନ ହେବା ନିଶ୍ଚିତ। ଏହି ରାଶିର ଲୋକମାନେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ବୁଧ ଗ୍ରହ ବୃଷରେ ପ୍ରବେଶ କଲାବେଳେ କେଉଁ ରାଶିର ଭଲ ଦିନ ଦେଖିବ ଆସନ୍ତୁ ଜାଣିବା।
May 30,2024, 17:30 PM IST
4th Phase Election
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
୨୦୧୯ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪% ମତଦାନ ହାର ରହିଥିଲା। ବୋଲଗଡ଼ର ବୁଥ୍ ଭିତର ସିସିଟିଭି ଭିଡିଓ ଭାଇରାଲ୍ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ ।
May 30,2024, 15:17 PM IST
Aparajita Sarangi
ଅପରାଜିତାଙ୍କୁ ଜବାବ ଦେଲେ ସୁଲତା: ବୁଥ ଭିତର ଭିଡିଓକୁ ସୋଶାଲ ମିଡିଆରେ ପ୍ରସାର କଲେ
Aparajita Sarangi Vs Sulata Deo on EVM Case: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରାଜ୍ୟସଭା ସାଂସଦ ସୁଲତା ଦେଓ ଜବାବ ଦେଇଛନ୍ତି। ନିଜର ସୋଶାଲ ମିଡିଆ ହ୍ୟାଣ୍ଡଲରେ ତିନୋଟି ଭିଡିଓ ଶେୟାର କରି ସେ ସତ ଲୁଚାଇବାକୁ ଷଡ଼ଯନ୍ତ୍ର ହୋଇଛି େବାଲି କହିଛନ୍ତି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜଣେ ଅଭ୍ୟାସଗତ ଅପରାଧି ବୋଲି କହିବା ସହ ସତ କେବେ ଲୁଚି ରହେନା ବୋଲି କହିଛନ୍ତି।
May 30,2024, 14:47 PM IST
Naveen says on his Health condition: ମୁଁ ବଢ଼ିଆ ଅଛି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ଅଭିଯୋଗ ଆସୁଛି ତାହାର ସ୍ପଷ୍ଟୀକରଣ ରଖିଛନ୍ତି। ନ୍ୟୁଜ୍ ସରବରାହ ସଂସ୍ଥା ଏଏନ୍ଆଇର ସମ୍ପାଦକ ସ୍ମିତା ପ୍ରକାଶଙ୍କୁ ନବୀନ ନିବାସରେ ଏକ ଇଣ୍ଟର୍ଭ୍ୟୁ ଦେଇ ସେ କହିଛନ୍ତି ‘ମୁଁ ବଢ଼ିଆ ଅଛି। ମୁଁ ଭାବୁଛି ମୋ ରାଜ୍ୟବାସୀଙ୍କ ସେବା କରିବା ଜାରି ରଖିବି। ମୋ ସ୍ୱାସ୍ଥ୍ୟାବସ୍ଥା ନେଇ
May 30,2024, 13:18 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.