ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ । ପ୍ରତିଦିନ କିଛି ନୂଆ ଶିଖିବା, ଲେଖିବା, ପଢ଼ିବାରେ ରହିଛି ଅଭ୍ୟାସ ।
Journalist
IPL 2024 Final
କୋଲକାତା ନାଇଟ୍ ରାଇଡର୍ସ ୧୦ ବର୍ଷ ପରେ ଜିତିଲା ଟାଇଟଲ୍, ଏହି ଖେଳାଳିମାନେ ଥିଲେ ବିଜୟର ହିରୋ
IPL 2024 Final: ରବିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ର ଫାଇନାଲ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଟ୍ରଫି ହାସଲ କରିଛି। କେକେଆର୍ ତୃତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିଛି। ପୂର୍ବରୁ ଏହି ଦଳ ୨୦୧୨ ଓ ୨୦୧୪ ରେ ଆଇପିଏଲ ଟାଇଟଲ୍ ଜିତିଥିଲା।
May 26,2024, 22:41 PM IST
top 10 news today
ବାତ୍ୟା ରେମାଲକୁ ନେଇ ଉଚ୍ଚ ସ୍ତରୀୟ ବୈଠକ କଲେ ପିଏମ ମୋଦି, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines Odisha 26th May 2024: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ରେମାଲକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ଯେଉଁଥିରେ ସେ ବାତ୍ୟା ରେମାଲ ସହିତ ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରୟାସର ସମୀକ୍ଷା କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
May 26,2024, 21:58 PM IST
Cyclone Remal
ଭୟଙ୍କର ବାତ୍ୟା 'ରେମାଲ୍' ବଢ଼ାଇଲା ଟେନସନ, ଉଚ୍ଚ ସ୍ତରୀୟ ବୈଠକ କଲେ ପିଏମ୍
Cyclone Remal: ପଶ୍ଚିମବଙ୍ଗରେ ଭୟଙ୍କର ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ବର୍ଷା ଓ ଜୋରରେ ପବନ ହେଉଛି। ଏଠାରେ NDRF ଟିମ୍ ସାଇକ୍ଲୋନ୍ ରେମାଲ୍ ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଛି।
May 26,2024, 21:45 PM IST
Hajj 2024
ପ୍ରଥମ ଥର ପାଇଁ ଭାରତୀୟ ହଜ୍ ତୀର୍ଥଯାତ୍ରୀମାନେ ହାଇ ସ୍ପିଡ୍ ଟ୍ରେନ୍ ବସି ଯିବେ ଜେଡ୍ଡାରୁ ମକ୍କା
Hajj 2024: ସାଉଦି ଆରବରେ ଭାରତର ରାଷ୍ଟ୍ରଦୂତ ସୁହେଲ ଇଜାଜ ଖାନ ଓ କନସୁଲେଟ ଜେନେରାଲ ସହିଦ ଆଲାମ ଭାରତୀୟ ହଜ୍ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସାଉଦି ଆରବ ରେଳବାଇର ଉପରାଷ୍ଟ୍ରପତି ଅଲ ହରବି ଏବଂ ଅଧିକାରୀଙ୍କ ସହାୟତାରେ ଏହି ବଡ଼ ପଦକ୍ଷେପ ନେଇଛନ୍ତି।
May 26,2024, 20:45 PM IST
Manoj Pande
Army Chief: ସେନା ମୁଖ୍ୟ ମନୋଜ ପାଣ୍ଡେ ବଢ଼ିଲା କାର୍ଯ୍ୟକାଳ, ଏହି ମାସରେ ନେଇଥାନ୍ତେ ଅବସର
Army Chief: କେନ୍ଦ୍ର ସରକାର ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। କହିରଖୁଛୁ ଯେ ସେନା ମୁଖ୍ୟ କାର୍ଯ୍ୟକାଳ ଏହି ମାସ ୩୧ ରେ ତାରିଖରେ ସରିବାକୁ ଯାଉଥିଲା, ଯାହାକୁ ସରକାର ଏକ ମାସ ବଢାଇ ଦେଇଛନ୍ତି।
May 26,2024, 20:20 PM IST
IPL Final 2024
ଆଇପିଏଲ୍ ଫାଇନାଲ୍ ପୂର୍ବରୁ ମାଇଣ୍ଡ ଗେମ ଖେଳିଲେ କମିନ୍ସ, ଶ୍ରେୟସଙ୍କୁ ଦେଲେ ଖୋଲା ଚେତାବନୀ
KKR vs SRH IPL Final 2024: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଅଫିସିଆଲ୍ ପେଜରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଉଭୟ ଶ୍ରେୟସ୍ ଆୟର ଓ ପ୍ୟାଟ୍ କମିନ୍ସ ପରସ୍ପରକୁ କିଛି କଥା କହିଛନ୍ତି। ପ୍ୟାଟ୍ କମିନ୍ସ ଏଥିରେ ମାଇଣ୍ଡ ଗେମ ଖେଳିଛନ୍ତି। ତେବେ ଜାଣନ୍ତୁ ପୂରା ମାମଲା।
May 26,2024, 16:42 PM IST
Odisha 12th Result 2024
ପ୍ରକାଶ ପାଇଲା +୨ ପରିକ୍ଷା ଫଳ, ପୁଣି ବାଜି ମାରିନେଲେ ଛାତ୍ରୀ
Odisha 12th Result 2024: ରବିବାର ଦିନ ରାଜ୍ୟର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏକ ପ୍ରେସ୍ କନଫେରେନ୍ସ ମାଧ୍ୟମରେ ଏକ ସଙ୍ଗାରେ କଳା, ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାଫଳ ପ୍ରକାଶ ପାଇଛି।
May 26,2024, 15:38 PM IST
Swati Maliwal
ଧ୍ରୁବ ରାଠୀଙ୍କ ଭିଡିଓ ପରେ ମୋତେ ମିଳୁଛି ଦୁଷ୍କର୍ମ ଧମକ: ସ୍ୱାତୀ ମାଲିୱାଲ
Swati Maliwal on Dhruv Rathi: ସ୍ୱାତୀ ମାଲିୱାଲ X ରେ ଲେଖିଛନ୍ତି, 'ମୋ ଦଳର ନେତା ତଥା କର୍ମୀମାନେ ମୋ ବିରୋଧରେ ଚରିତ୍ର ହନନ ଅଭିଯାନ ଆରମ୍ଭ କରିଥିଲେ। ବର୍ତ୍ତମାନ ମୋତେ ଦୁଷ୍କର୍ମ ଓ ମୃତ୍ୟୁ ଧମକ ମିଳୁଛି।
May 26,2024, 14:42 PM IST
ବଡ଼ ଧ୍ୱଂସ ଘଟାଇପାରେ ବାତ୍ୟା 'ରେମଲ୍', ବନ୍ଦ ହେଲା କୋଲକାତା ବିମାନ ବନ୍ଦର
Cyclone Remal Updates: ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗରେ ଏକ ଗଭୀର ଅବପାତ ସୃଷ୍ଟି ହୋଇଛି। ଶନିବାର ଦିନ ରାତି ସୁଦ୍ଧା ଏହା ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି। ଏହି କାରଣରୁ କୋଲକାତା ବିମାନବନ୍ଦରରେ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି।
May 25,2024, 22:49 PM IST
ରାଜକୋଟରେ ଗେମିଂ ଜୋନରେ ଅଗ୍ନିକାଣ୍ଡ ଯୋଗୁଁ ୨୪ ମୃତ୍ୟୁ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines Odisha 25th May 2024: ଶନିବାର ଅପରାହ୍ନରେ ଗୁଜୁରାଟର ରାଜକୋଟରେ ଏକ ଗେମିଂ ଜୋନରେ ଅଗ୍ନିକାଣ୍ଡରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
May 25,2024, 21:57 PM IST
Gujarat Fire
ରାଜକୋଟର ଏକ ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ, ୨୪ ଛୁଇଁଲା ମୃତ୍ୟୁ ସଂଖ୍ୟା
Rajkot TRP Game Zone Fire: ଗୁଜୁରାଟର ରାଜକୋଟ ସହରର 'ଗେମିଂ ଜୋନ୍'ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏହି ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି।
May 25,2024, 20:25 PM IST
Lokshabha Elections 2024
ଶେଷ ହେଲା ଷଷ୍ଠ ପର୍ଯ୍ୟାୟ ମତଦାନ, ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପଡିଲା ୫୭.୭% ଭୋଟ୍
Lokshabha Elections 2024 Updates: ଷଷ୍ଠ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୮ ଟି ଆସନରେ ଭୋଟ୍ ହାର ୫୭.୭୦ ଥିଲା। ମତଦାନ ଦୃଷ୍ଟିରୁ ପଶ୍ଚିମବଙ୍ଗ ସକାଳୁ ଆଗୁଆ ରହିଆସିଛି। ସର୍ବାଧିକ ଭୋଟ୍ ହାର ମଧ୍ୟ ପଶ୍ଚିମବଙ୍ଗରେ ୭୭.୯୯ ପ୍ରତିଶତ ରହିଛି।
May 25,2024, 19:42 PM IST
Madhya Pradesh
ରିୟଲ ଲାଇଫରେ 'ଧୁମ୍' ଷ୍ଚାଇଲରେ ଚୋରି, ଏକ ଚଳନ୍ତା ଟ୍ରକରୁ ଲୁଟିଲେ ଚୋର, ଭିଡିଓ ଭାଇରାଲ୍
MP Dhoom Style Theft Caught on Camera: ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାର ଆଗ୍ରା-ମୁମ୍ବାଇ ଜାତୀୟ ରାଜପଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୋଟରସାଇକେଲରେ ଯାଉଥିବା ତିନି ଚୋର ଚଳନ୍ତା ଟ୍ରକରୁ ଚୋରି କରିଥିଲେ। ଭିଡିଓ ଭାଇରାଲ ହେବା ନେଇ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଅନେକ ପ୍ରଶ୍ନ ଉଠାଉଛନ୍ତି। କେହି କେହି କହିଛନ୍ତି ଯେ ଏହି ଚୋରିରେ ଟ୍ରକ୍ ମଧ୍ୟ ଜଡିତ ଥିବାବେଳେ ଅନ୍ୟମାନେ ବିଶ୍ୱାସ କରନ୍ତି ଯେ ଏହି ଚୋରି ସାଧାରଣ କଥା। ଦେଖନ୍ତୁ ଭିଡିଓ
May 25,2024, 16:13 PM IST
IPL 2024 Final: କୋଲକାତା-ହାଇଦ୍ରାବାଦ ମଧ୍ୟରେ କେତେଥର ହୋଇଛି ସଂଘର୍ଷ? କାହାର ପଲା ରହିଛି ଭାରି
IPL 2024 Final: ରବିବାର ଦିନ କେକେଆର୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ୍ ୨୦୨୪ ଫାଇନାଲ୍ ଖେଳାଯିବ। ଏହି ମ୍ୟାଚ୍ ଚେନ୍ନାଇରେ ଅନୁଷ୍ଠିତ ହେବ। ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ହାଇଦ୍ରାବାଦକୁ ପରାସ୍ତ କରି କେକେଆର ଫାଇନାଲରେ ପ୍ରବେଶ କରିଥିବାବେଳେ, ହାଇଦ୍ରାବାଦ ଦ୍ୱିତୀୟ ଯୋଗ୍ୟତା ମ୍ୟାଚରେ ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।
May 25,2024, 15:22 PM IST
Visa Free Entry In Russia
ଭିସା ବିନା ଋଷକୁ ଯାଇପାରିବେ ଭାରତୀୟ, ବର୍ଷ ଶେଷ ସୁଦ୍ଧା ମିଳିବ ଅନୁମତି; ଜାଣନ୍ତୁ ନୂଆ ନିୟମ
Visa Free Entry In Russia: ଭାରତୀୟମାନେ ଭିସା ବିନା ଋଷରେ ପ୍ରବେଶ କରିପାରିବେ। ଏହି ବିଷୟରେ ଏକ ବଡ ନିଷ୍ପତ୍ତି ବର୍ଷ ଶେଷ ସୁଦ୍ଧା ଆସିପାରେ। ଦୁଇ ଦେଶ ମଧ୍ୟରେ ନିରନ୍ତର ପର୍ଯ୍ୟଟନ ସମ୍ବନ୍ଧୀୟ ପଲିସି ପ୍ରସ୍ତୁତ କରାଯାଇଛି। ମାଗଣା ପର୍ଯ୍ୟଟନ ପ୍ରବେଶ ପଲିସି ଉପରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଯାହା ପରେ ନିୟମକୁ ସରଳ କରାଯାଇପାରେ।
May 24,2024, 22:54 PM IST
Pakistan squad
ବିଶ୍ୱକପ ପାଇଁ ଦଳ ଘୋଷଣା କଲା ପାକିସ୍ତାନ, ଏହି ଖେଳାଳିମାନେ ପ୍ରଥମ ଥର ପାଇଁ ଖେଳିବେ
Pakistan T20 World Cup 2024 Squad: ଟି-୨୦ ବିଶ୍ୱକପ ୨୦୨୪ ପାଇଁ ପାକିସ୍ତାନ ଦଳ ଏହାର ୧୫ ଜଣିଆ ସ୍କ୍ୱାର୍ଡ ଘୋଷଣା କରିଛି। ବାବର ଆଜମଙ୍କୁ ଦଳର ନେତୃତ୍ୱ ଦିଆଯାଇଛି।
May 24,2024, 22:12 PM IST
Top 10 News Today: ରାତି ପାଇଲେ ରାଜ୍ୟରେ ନିର୍ବାଚନ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines Odisha 24th May 2024: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନ ପାଇଁ ମତଦାନ କରାଯିବ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
May 24,2024, 21:58 PM IST
cyclone update
ଦ୍ରୁତ ଗତିରେ ମାଡିଆସୁଛି ବାତ୍ୟା, ଏହି ସ୍ଥାନଗୁଡିକରେ ହୋଇପାରେ ପ୍ରବଳ ବର୍ଷା
Cyclone Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଅବପାତ ରୂପ ନେଇ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଅନୁସାରେ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ଏଥିସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
May 24,2024, 21:05 PM IST
vitamin deficiency
ଗରମ ସିଜିନରେ ମଧ୍ୟ ଆପଣଙ୍କ ଓଠ ଫାଟି ଯାଉଛି କି? ଶରୀରରେ ଥାଇପାରେ ଏହି ସବୁ ଭିଟାମିନର ଅଭାବ
Vitamin Deficiency: ଶରୀରରେ ଭିଟାମିନ୍ ଅଭାବ ଯୋଗୁଁ ଶରୀରରେ ଅନେକ ପ୍ରକାରର ଲକ୍ଷଣ ଦେଖାଯିବା ଆରମ୍ଭ କରେ। ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଓଠ ଫାଟିବା। କେଉଁ ଭିଟାମିନ୍ର ଅଭାବ ଯୋଗୁଁ ଓଠ ଫାଟିଥାଏ, ଆସନ୍ତୁ ଜାଣିବା।
May 24,2024, 19:56 PM IST
Dinesh Karthik
IPL ରୁ ଅବସର ପରେ DK କୁ ମିଳିଲା ଆମେରିକା ଟିକେଟ୍, T20 WC ରେ ନିଭାଇବେ ଏହି ଭୂମିକା
Dinesh Karthik: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପାଇଁ କମେଣ୍ଟ୍ରୀ ପ୍ୟାନେଲ ଘୋଷଣା କରାଯାଇଛି। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ (T20 World Cup 2024) ସମୟରେ ଦୀନେଶ କାର୍ତ୍ତିକ କମେଣ୍ଟ୍ରୀ କରୁଥିବାର ନଜର ଆସିବେ। ଦୀନେଶ କାର୍ତ୍ତିକ ତାଙ୍କ ଭୂମିକାକୁ ନେଇ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି।
May 24,2024, 16:34 PM IST
Team Indian New Coach
ପଣ୍ଟିଂ-ଲେଙ୍ଗରକୁ ଦିଆଯାଇନାହିଁ କୌଣସି କୋଚିଂ କରିବାକୁ ଅଫର, ଜୟ ଶାହ କହିଲେ 'ମିଛୁଆ'
Jay Shah On Team India New Coach: ଅଷ୍ଟ୍ରେଲୀୟ ଦୁଇ ପୂର୍ବତନ କ୍ରିକେଟର ରିକି ପଣ୍ଟିଙ୍ଗ ଓ ଜଷ୍ଟିନ ଲେଙ୍ଗରଙ୍କୁ ନେଇ ଖବର ଆସିଥିଲା ଯେ ଉଭୟଙ୍କୁ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ କୋଚ୍ ପଦବୀ ପାଇଁ ବିସିସିଆଇ ପକ୍ଷରୁ ଯୋଗଯୋଗ କରାଯାଇଛି। ଯାହାକୁ ଜୟ ଶାହ ଅସ୍ୱୀକାର କରି ଦେଇଛନ୍ତି।
May 24,2024, 15:39 PM IST
Kedarnath
ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କଲା ଡ୍ୟାନ୍ସ; ବାବା କେଦାର ବଞ୍ଚାଇ ଦେଲେ ୭ ଜୀବନ, ଦେଖନ୍ତୁ
Kedarnath Helicopter Emergency Landing: ଶୁକ୍ରବାର ଦିନ କେଦାରନାଥ ଧାମରେ ଏକ ବଡ଼ ଦୁର୍ଘଟଣା ଏଡାଇ ଯାଇଛି। କେଦାରନାଥ ଧାମର ହେଲିପ୍ୟାଡ ନିକଟରେ ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଥିଲା। ଲ୍ୟାଣ୍ଡ ହେବା ପୂର୍ବରୁ ହେଲିକପ୍ଟରଟି 'ନାଚିବା' ଆରମ୍ଭ କରିଥିଲା। ପାଇଲଟ୍ ନିଜ ବୁଦ୍ଧି ବଳରେ ଏହାକୁ ସୁରକ୍ଷିତ ଲ୍ୟାଣ୍ଡ କରିବାରେ ସଫଳ ହୋଇଥିଲେ ଏବଂ ୭ ଜଣ ଲୋକ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ବାବା କେଦାର କୃପା ବୋଲି କହୁଛନ୍ତି।
May 24,2024, 15:00 PM IST
ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines Odisha 23rd May 2024: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିଛି ପ୍ରଚାର। ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଭୋଟ ଗ୍ରହଣ କରାଯିବ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
May 23,2024, 21:57 PM IST
Horoscope 24 May 2024
୨୪ ମେ'ରେ ସୂର୍ଯ୍ୟପରି ଚମକିବ ଏହି ୫ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 24 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ଜାଣନ୍ତୁ ୨୪ ମେ ୨୦୨୪ ରେ କେଉଁ ରାଶି ଉପକୃତ ହେବେ ଓ କେଉଁ ରାଶିକୁ ସତର୍କ ରହିବାକୁ ପଡିବ।
May 23,2024, 20:38 PM IST
Koraput Bear Viral Video
କୋରାପୁଟ: ମନ୍ଦିର ଘଣ୍ଟି ବଜାଇ ଭକ୍ତିରେ ଲିନ ହେଲା ଭାଲୁ! ଦେଖନ୍ତୁ ଭିଡିଓ
Koraput Bear Viral Video: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚମ୍ପିଆ ଶିବ ମନ୍ଦିରରୁ ଏକ ବିରଳ ଦୃଶ୍ୟ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥରେ ମନ୍ଦିର ଭିତରେ ଭାଲୁ ମନ୍ଦିର ଘଣ୍ଟିକୁ ବଜାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ କିଛି ସ୍ଥାନୀୟ ଯୁବକ ଫୋନରେ ରେକର୍ଡ କରିଛନ୍ତି। ଯାହାକି ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେବାରେ ଲାଗିଛି।
May 23,2024, 20:13 PM IST
Chhattisgarh Naxalites Encounter
ଛତିଶଗଡର ନାରାୟଣପୁରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ୭ ନକ୍ସଲଙ୍କୁ କଲେ ଏନକାଉଣ୍ଟର
Chhattisgarh Naxalites Encounter: ଗୁରୁବାର ଦିନ ସୁରକ୍ଷାକର୍ମୀମାନେ ଛତିଶଗଡର ବିଜାପୁର ଜିଲ୍ଲାରେ ଏକ ବଡ଼ ନକ୍ସଲ ଆକ୍ରମଣକୁ ଧ୍ୱସ୍ତ କରିଛନ୍ତି। ଜିଲ୍ଲାର ନାରାୟଣପୁର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା କର୍ମୀ ଓ ନକ୍ସଲମାନଙ୍କ ମଧ୍ୟରେ ତୀବ୍ର ମୁକାବିଲା ହୋଇଥିଲା, ଯେଉଁଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।
May 23,2024, 19:11 PM IST
Top 10 News Today: ୨୬ ତାରିଖ ସୁଦ୍ଧା ସୃଷ୍ଟି ହୋଇପାରେ ବତ୍ୟା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Top Evening Headlines from 17 May 2024: ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପାଖରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।
May 23,2024, 16:50 PM IST
Stock Market
ନୂଆ ଇତିହାସ ସୃଷ୍ଟି କଲା ସେୟାର ମାର୍କେଟ, ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସେନ୍ସେକ୍ସ-ନିଫ୍ଟି
Stock Market: ସେୟାର ବଜାରରେ ଏହି ବୃଦ୍ଧି ପରେ ଏବେ ଏହାର ପ୍ରଭାବ ସୁନା ଓ ରୂପା ଉପରେ ମଧ୍ୟ ଦେଖାଯିବ ବୋଲି ଆଶା କରାଯାଉଛି। ସୁନା ଓ ରୂପାରେ ଅଧିକ ମୁଦ୍ରାସ୍ଫୀତି ହେବାର ସମ୍ଭାବନା ଅଛି, ଯାହା ପୂର୍ବରୁ ସର୍ବକାଳୀନ ରେକର୍ଡ ମୂଲ୍ୟରେ ପହଞ୍ଚିସାରିଛି।
May 23,2024, 15:36 PM IST
Prashant Kishor
ସମାଲୋଚକମାନଙ୍କ ଉପରେ କ୍ରୋଧିତ ହେଲେ ପ୍ରଶାନ୍ତ କିଶୋର, କହିଲେ ୪ ଜୁନରେ କାହାର ହେବ ସରକାର?
Prashant Kishor: ପ୍ରଶାନ୍ତ କିଶୋର ଆଜି X (ପୂର୍ବ ଟ୍ୱିଟର୍) ରେ ଏକ ପୋଷ୍ଟ କରି ୪ ଜୁନରେ ପ୍ରଚୁର ପାଣି ପାଖରେ ରଖିବାକୁ ସମାଲୋଚକଙ୍କୁ କଟାକ୍ଷ କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଲୋକସଭା ନିର୍ବାଚନର ଫଳାଫଳ ୪ ଜୁନରେ ଘୋଷଣା କରାଯିବ।
May 23,2024, 14:50 PM IST
BSF jawan
ଓଃ କି ଗରମ! ଗରମ ବାଲିରେ ପାମ୍ଫଡ ସେକିଲେ ବିଏସଏଫ ଯବାନ୍; ଭିଡିଓ ଭାଇରାଲ୍
BSF jawan roasts papad in sand in Rajasthan: ଭାରତ-ପାକିସ୍ତାନ ସୀମାରେ ଜବାନମାନେ ଗରମ ତୀବ୍ରତା ଦେଖାଇବା ପାଇଁ ଏକ ନିଆରା ପରୀକ୍ଷଣ କରିଛନ୍ତି। ଏଠାରେ ଜଣେ ବିଏସ୍ଏଫ୍ ସୈନିକ ବାଲି ଉପରେ ପାମ୍ଫଡ ସେକିଛନ୍ତି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପ୍ରତିକୂଳ ପରିସ୍ଥିତିରେ ଆମର ସୈନିକମାନେ କିପରି ଆମ ଦେଶର ସୀମା ରକ୍ଷା କରିବାରେ ନିୟୋଜିତ ଅଛନ୍ତି। ଦେଖନ୍ତୁ ଏହି ଭିଡିଓ-
May 22,2024, 23:00 PM IST
ମେ ୨୯ ତାରିଖ ଦିନ ପୁଣି ଓଡ଼ିଶା ଆସିବେ ପିଏମ୍ ମୋଦି, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Top 10 News Headlines Odisha 22nd May 2024: ମେ ୨୯ ତାରିଖ ଦିନ ପୁଣି ଓଡ଼ିଶାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବିଜୟପାଲସିଂ ତୋମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
May 22,2024, 22:02 PM IST
Yuzvendra Chahal
ବିରାଟ କୋହଲିଙ୍କ ୱିକେଟ୍ ନେଇ ଇତିହାସ ରଚିଲେ ଚହଲ, ଆଇପିଏଲରେ କଲେ ଏକ ବଡ଼ ରେକର୍ଡ
Yuzvendra Chahal RR vs RCB: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ (IPL 2024) ର ଏଲିମିନେଟର ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ବିପକ୍ଷରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ୟୁଜବେନ୍ଦ୍ର ଚହଲ ଏକ ବିଶେଷ ସଫଳତା ହାସଲ କରିଛନ୍ତି।
May 22,2024, 21:05 PM IST
bengluru
ସ୍ମୋକ୍ ପାନ ଖାଇବା ପରେ ୧୨ ବର୍ଷ ଝିଅ ପେଟରେ ହୋଇଗଲା ଛିଦ୍ର, କାରଣ ଜାଣି ଆପଣ ମଧ୍ୟ ହେବେ ଚକିତ
Smoky Paan: କହିରଖୁଛୁ ଯେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ କର୍ଣ୍ଣାଟକର ଡାଭାନାଗେରେ ଏକ ପ୍ରଦର୍ଶନୀରେ 'ଧୂଆଁଯୁକ୍ତ ବିସ୍କୁଟ' ଖାଇବା ପରେ ଜଣେ ବାଳକ ଅସୁସ୍ଥ ହୋଇପଡିଥିବାର ଖବର ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଖାଦ୍ୟ ସାମଗ୍ରୀରେ ତରଳ ନାଇଟ୍ରୋଜେନ ବ୍ୟବହାର ନକରିବାକୁ ଡାକ୍ତର ବିଜୟ ପରାମର୍ଶ ଦେଇଛନ୍ତି।
May 22,2024, 19:59 PM IST
Shah Rukh Khan Hospitalised
ଶାହାରୁଖ ଖାନ ହସ୍ପିଟାଲରେ ଭର୍ତ୍ତି, ଡିହାଇଡ୍ରେସନ ଯୋଗୁଁ ଖରାପ ହୋଇଯାଇଥିଲା ସ୍ୱାସ୍ଥ୍ୟ
Shah Rukh Khan Hospitalised: ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି ଅଭିନେତାଙ୍କୁ ଅହମ୍ମଦାବାଦର ଏକ ହସ୍ପାଟାଲରେ ଭର୍ତ୍ତି କରାଯାଇଛି।
May 22,2024, 19:14 PM IST
Delhi Bomb Threat
କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବମରେ ଉଡାଇ ଦେବାକୁ ମିଳିଲା ଧମକ, ସର୍ଚ୍ଚ ଅପରେସନ୍ ଜାରି
Delhi Bomb Threat: ଦିଲ୍ଲୀର ସ୍କୁଲ ଓ ହସ୍ପିଟାଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି। ଅଗ୍ନିଶମ ବିଭାଗର ଅଧିକାରୀ ଏହି ସୂଚନା ଦେଇଛନ୍ତି।
May 22,2024, 17:45 PM IST
Calcutta High Court
ମମତା ସରକାରଙ୍କୁ ବଡ଼ ଝଟକା, ୫ ଲକ୍ଷ OBC ପ୍ରମାଣପତ୍ରକୁ ରଦ୍ଦ କଲେ ହାଇକୋର୍ଟ
OBC Certificate Cancelled: କଲିକତା ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଦିଦିଙ୍କ କାର୍ଯ୍ୟକାଳ ମଧ୍ୟରେ ଜାରି କରାଯାଇଥିବା ୫ ଲକ୍ଷ OBC ପ୍ରମାଣପତ୍ର ରଦ୍ଦ କରାଯାଇଛି। ବିଶ୍ୱାସ କରାଯାଏ ଯେ ଏହାର ଏକ ବଡ଼ ଅଂଶ ମଧ୍ୟ ମୁସଲମାନ ସମ୍ପ୍ରଦାୟକୁ ଦିଆଯାଇଥିଲା।
May 22,2024, 16:34 PM IST
Virat Kohli
ବିରାଟ କୋହଲିଙ୍କ ଜୀବନ ପ୍ରତି ରହିଛି ବିପଦ? ପ୍ରାକ୍ଟିସ୍ ସେଶନ୍ ବାତିଲ କଲା RCB!
Virat Kohli security threat: ଗୁଜରାଟ ପୋଲିସ ଅଧିକାରୀ ବିଜୟ ସିଂଘା ଜ୍ୱାଲା ଏହି ବିଷୟରେ କଥାବାର୍ତ୍ତା କରି କହିଛନ୍ତି, "ଅହମ୍ମଦାବାଦରେ ପହଞ୍ଚିବା ପରେ ବିରାଟ କୋହଲି ଆତଙ୍କବାଦୀଙ୍କ ଗିରଫଦାରୀ ବିଷୟରେ ଜାଣିଥିଲେ। ସେ ଦେଶର ଏକ ମୂଲ୍ୟବାନ ରତ୍ନ ଏବଂ ତାଙ୍କର ସୁରକ୍ଷା ଆମର ପ୍ରାଥମିକତା।"
May 22,2024, 15:55 PM IST
Khyber Pakhtunkhwa
ବିଦ୍ୟୁତ ଚୋରି ଅଭିଯୋଗରେ ୩ ବର୍ଷର ଶିଶୁ ବିରୋଧରେ ହେଲା FIR, କୋର୍ଟରେ ହେଲେ ହାଜର
Pakistan News: ଖେବର ପଖ୍ତୁନଖ୍ୱା ପ୍ରଦେଶରେ ତିନି ବର୍ଷର ଶିଶୁଙ୍କ ବିରୋଧରେ ବିଦ୍ୟୁତ୍ ଚୋରି ମାମଲା ରୁଜୁ ହୋଇଛି। କେବେଳ ଏତିକି ନୁହଁ ଶିଶୁକୁ କୋର୍ଟରେ ହାଜର କରାଯାଇଛି। ତେବେ ଆସନ୍ତୁ କହୁଛୁ କ'ଣ ରହିଛି ପୂରା ମାମଲା।
May 22,2024, 15:21 PM IST
Bangladesh MP Murder
କୋଲକାତାରେ ବାଂଲାଦେଶୀ ସାଂସଦ ଅନୱାରୁଲ ଆଜିମଙ୍କୁ ହତ୍ୟା
Bangladesh MP Murder: ବାଂଲାଦେଶୀ ସାଂସଦଙ୍କୁ ହତ୍ୟା କରାଯାଇଛି ଓ ତାଙ୍କ ମୃତଦେହ କୋଲକାତାର ନ୍ୟୁଟାଉନ୍ ଅଞ୍ଚଳରେ ପକାଇ ଦିଆଯାଇଥିବା ପୋଲିସ କହିଛି। ସର୍ଚ୍ଚ ଅପରେସନ୍ ସମୟରେ ସେମାନେ ନିଉଟାଉନର ଏକ ଫ୍ଲାଟରେ ରକ୍ତ ଦାଗ ମଧ୍ୟ ମିଳିଥିଲା।
May 22,2024, 14:44 PM IST
election 2024
ସୋମବାର ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ, ରାଜନାଥ-ରାହୁଲଙ୍କ ସହ ଏମାନଙ୍କ ଭାଗ୍ୟ...
Election 2024: ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଅତ୍ୟଧିକ ଗରମ ଓ ହିଟ୍ ୱେବ ପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକାରୀମାନଙ୍କୁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
May 19,2024, 22:54 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.